ଭୁବନେଶ୍ୱର ୧୯/୧୨ : କୃଷକଙ୍କୁ ଭତ୍ତା ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତା ମାସ ୮ ତାରିଖରେ ରାଜଭବନ ଘେରାଉ କରିବ । ପ୍ରାୟ ୨ ହଜାର କୃଷକ ସେଠାରେ ଆନ୍ଦୋଳନରେ ବସିବେ ।...
ଭୁବନେଶ୍ୱର ୧୯/୧୨ : ଭୁବନେଶ୍ୱରର ଆଦିବାସୀ ପଡ଼ିଆଠାରେ ଏକ ଜନଜାତି ହାଟ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ...
କେନ୍ଦୁଝର ୧୯/୧୨ : କେନ୍ଦୁଝର ଅଂଚଳର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଏହି ଅଧିକାରୀ ଜଣକ ହେଲେ, କେନ୍ଦୁଝର ବୈତରଣୀ ଜଳସେଚନ ବେସିନ୍ ଶାଳପଡ଼ା ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ...
ତାଳଚେର ୧୯/୧୨ : ୪ ଦଫା ଦାବିନେଇ ବୁଧବାର ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି । ଫଳରେ ସହରରେ ସ୍ୱାଭାବିକ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ତାଳଚେର ସୁରକ୍ଷା ସମିତି ଆହ୍ୱାନରେ ଏହି...
ଭୁବନେଶ୍ୱର ୧୮/୧୨ : ମଧ୍ୟପ୍ରଦେଶ ଓ ଛତିଗଡ଼ର ନୂଆ କଂଗ୍ରେସ ସରକାର ଶପଥ ଗ୍ରହଣ କରୁକରୁ କୃଷକମାନଙ୍କ ଋଣ ଛାଡ଼ କରିଥିବା ବେଳେ ତାହାର ପ୍ରଭାବରେ ଓଡ଼ିଶା ରାଜନୀତି ସରଗରମ ହୋଇଉଠିଛି । ବିଜେପି ଓ...