ଭୁବନେଶ୍ୱର ୧୬/୧୨ : ସାମୂଦ୍ରିକ ଝଡ଼ “ପେଥାଇ’’ ଏବେ ଚେନ୍ନାଇ ଉପକୂଳରୁ ଆନ୍ଧ୍ର ମୁହାଁ ହୋଇ ଧୀରେ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି...
ପୁରୀ ୧୬/୧୨ : ପୁରୀ ଓ କେନ୍ଦୁଝର ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୁରୀ ଜିଲ୍ଲାର କଣାସ ଅଂଚଳକୁ ଆଜି ସକାଳେ...
ଆନନ୍ଦପୁର ୧୬/୧୨ : ସେଲ୍ଫି ପୁଣି ଏକ ଜୀବନ ନେଇଛି । ରବିବାର ବୈତରଣୀ ନଦୀ ନିକଟରେ କେତେକ ଯୁବକ ସେଲ୍ଫି ନେଉଥିବାବେଳେ ସେମାନଙ୍କ ମଧ୍ୟରୁ ନଦୀରେ ପଡ଼ି ଜଣେ ପ୍ରାଣ ହରାଇଛନ୍ତି । ପୋଲିସ...
ନୂଆଦିଲ୍ଲୀ ୧୬/୧୨ : ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ନୂଆ ଇତିହାସ ରଚନା କରିଛଛନ୍ତି । ସେ ଆଜି ପ୍ରଥମଥର ପାଇଁ ବିଡବ୍ଲ୍ୟୁଏଫ୍ ୱାର୍ଲଡ ଟୁର ଟାଇଟଲ ହାସଲ କରିଛନ୍ତି । ଚୀନର...
ରାୟପୁର ୧୬/୧୨ : ଦୀର୍ଘ ୬ ଦିନର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛତିଶଗଡ଼ରେ ସୃଷ୍ଟି ହୋଇଥିବା ସସପେନ୍ସ ଏବେ ଶେଷ ହୋଇଛି । ରାଜ୍ୟର ଶାସନ ଦାୟିତ୍ୱ ଭୂପେଶ ବାଘେଲଙ୍କୁ ଦେବା ପାଇଁ...