ଭୁବନେଶ୍ୱର ୧୧/୧୨ : ଏବେ ଦେଶ କଂଗ୍ରେସମୁକ୍ତ ନୁହେଁ, ବିଜେପିମୁକ୍ତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି କ୍ଷମତା ହରାଇବା ଏବଂ ନିର୍ବାଚନରେ...
ରାୟଗଡ଼ା ୧୧/୧୨ : ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଛି । ନିର୍ବାଚନକୁ ଅବୈଧ ଘୋଷଣା କରି ରାୟଗଡ଼ା ଜିଲ୍ଲା ଜଜ୍ କହିଛନ୍ତି ଯେ, ତାଙ୍କ ନିର୍ବାଚନରେ ତ୍ରୁଟି ଥିବାରୁ ନିର୍ବାଚନକୁ...
ନୂଆଦିଲ୍ଲୀ ୧୧/୧୨ : ଏଣିକି ଗଣମାଧ୍ୟମଗୁଡ଼ିକ ଦୁଷ୍କର୍ମପୀଡିତାଙ୍କ ନାମ ପ୍ରକାଶ କରିପାରିବେ ନାହିଁ । ସେମାନଙ୍କ ପରିଚୟକୁ ଗୋପନ ରଖାଯିବ । ଫଟୋ ମଧ୍ୟ ପ୍ରକାଶ କରାଯାଇପାରିବ ନାହିଁ । ମଙ୍ଗଳବାର ଦିନ ଏଭଳି ନିର୍ଦ୍ଦେଶ...
ନୂଆଦିଲ୍ଲୀ ୧୧/୧୨ : ସଂସଦର ଶୀତକାଳୀନ ଅଧିବେଶନ ଆଠିଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଶୋକ ପ୍ରକାଶ ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି ।...
ଶ୍ରୀନଗର ୧୧/୧୨ : ଜାମ୍ମୁକାର୍ଶ୍ମୀରର ସୋପିଆଁ ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀମାନେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଫଳରେ ୩ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ...