ସମ୍ବଲପୁର ୨୯/୧୧ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗୁରୁବାର ସମ୍ପୃକ୍ତ ଅଂଚଳରେ ଗୁରୁବାର ଠାରୁ ୨୪ ଘଂଟିଆ ବନ୍ଦ ଆରମ୍ଭ ହୋଇଛି । ଫଳରେ କେବଳ ବଲାଙ୍ଗିର ଓ କଳାହାଣ୍ଡି...
ଭୁବନେଶ୍ୱର ୨୯/୧୧ : ପାରାଦ୍ୱୀପରେ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ପଲିପ୍ରପିଲିନ୍ ପ୍ଲାଂଟରୁ ଆସନ୍ତା ବର୍ଷ ଫେବୃୟାରୀରୁ ଉତ୍ପାଦନ ଆରମ୍ଭ ହେବ । ଏହା ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କକୁ କଂଚା ମାଲ୍ ଯୋଗାଇବ ।...
ବାଲିଗୁଡ଼ା ୨୯/୧୧ : ବାଲିଗୁଡ଼ା ଅଂଚଳରେ ଜମି ବିବାଦ ଲାଗି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ହତ୍ୟାକାଣ୍ଡ ଘଟିଛି ଦୁଦୁଲିପଦର ଗ୍ରାମରେ । ଜମିବାଡ଼ି ବିବାଦକୁ ନେଇ ପୁରେନ୍ଦ୍ର ମାଝୀ ନାମକ...
ମୁମ୍ବାଇ ୨୯/୧୧ : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା କଂଗ୍ରେସ ଛତିଶଗଡ଼ (ଜେସିସି)ର ପ୍ରତିଷ୍ଠାତା । ଅଜିତ୍ ଯୋଗୀ ହଠତ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତି କରାଯାଇଛି ।...
ଝାରସୁଗୁଡ଼ା ୨୯/୧୨ : ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବେଲ୍ପାହାଡର ଛୁଆଲିବେର୍ଣ୍ଣାଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି କର୍ମଚାରୀଙ୍କ ନାମ ସୁଶାନ୍ତ ଧୁରୁଆ । କର୍ମଚାରୀଜଣକ...