ପାରାଦ୍ୱୀପ ୩୦/୧୧ : ପାରାଦ୍ୱୀପ ଇଫ୍କୋ ଛକରେ ଦୁର୍ବୃତମାନେ ଗୁଳି ଚଳାଇ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଶୁକ୍ରବାର ଏଟିଏମ୍ରେ ଟଙ୍କା ଭର୍ତି କରିବା ଦାୟିତ୍ୱରେ ଥିବା ଏକ ଭ୍ୟାନ୍ ଇଫ୍କୋ ଛକଦେଇ...
ଆର୍.ଉଦୟଗିରି ୩୦/୧୧ : ପାରଳାଖେମୁଣ୍ଡିର ଆର୍.ଉଦୟଗିରିରେ ଶୁକ୍ରବାର ଏକ ଟ୍ରକ୍ ଘାଟିରୁ ଖସିପଡ଼ିବା ଫଳରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏକ ୧୦ ଚକିଆ ଟ୍ରକ୍ ପାରଳାଖେମୁଣ୍ଡିରୁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବାବେଳେ...
ନୂଆଦିଲ୍ଲୀ ୩୦/୧୧ : କୋଣାର୍କ ମନ୍ଦିର ପ୍ରତି କୋ÷ଣସି ବିପଦ ନାହିଁ । ଶୁକ୍ରବାର ଏକଥା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିର ସ୍ଥିତି...
ଭୁବନେଶ୍ୱର ୨୯/୧୧ : ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଚି ବିଶ୍ୱକପ୍ ହକି । ଗତ ୨୭ ତାରିଖରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା ମନୋରମ...
ଭୁବନେଶ୍ୱର ୨୯/୧୧ : ରାଜ୍ୟରେ ଶିଳ୍ପ ବାଣିଜ୍ୟର ପ୍ରସାର ଲାଗି ଉଦ୍ଦିଷ୍ଟ ବିଭିନ୍ନ ସଂସ୍କାର ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ...