ଭୁବନେଶ୍ୱର ୯/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି । ଏଠାରେ ପଂଚଦଶ ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦକିଶୋର ସିଂହଙ୍କ ସହ ଏକ ବୈଠକରେ...
ଭୁବନେଶ୍ୱର ୯/୧ : ରାଜ୍ୟର ସ୍ଥିତି ନେଇ ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ମିଶ୍ର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିବାବେଳେ ଅନ୍ୟକେତେକ...
ଭୁବନେଶ୍ୱର ୯/୧ : ଜାତୀୟସ୍ତରରେ ମୁଣ୍ଡ ଟେକୁଥିବା ବିରୋଧୀ ମହାମେଣ୍ଟରେ ବିଜେଡ଼ି ସାମିଲ ହେବନାହିଁ । ଆଜି ଖୋଦ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଦେଇଛନ୍ତି । ଗତକାଲି ଦିଲ୍ଲୀରେ...
ଭୁବନେଶ୍ୱର ୯/୧ : ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଅନ୍ୟ ଦଳସହ ନିର୍ବାଚନ ବୁଝାମଣା କରିପାରେ । ବୁଧବାର ଭୁବନେଶ୍ୱରଠାରେ ଏ ସମ୍ପର୍କରେ ଆଭାସ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କେଉଁ...
ଭୁବନେଶ୍ୱର ୯/୧ : ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନର ସମ୍ଭାବନା ନେଇ ଏହି କିଛିଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ନିର୍ବାଚନ...
ଭୁବନେଶ୍ୱର ୯/୧ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ବୁଧବାର ବିଶିଷ୍ଟ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ନୂତନ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ସହାୟତା କରିବେ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ ।...
ପୁରୀ ୯/୧ : ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ବନକନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦତ୍ତମହାପାତ୍ର ସେବକମାନେ ସନ୍ଧ୍ୟାରେ ଏହି ଗୁପ୍ତ ସେବା କରିଥିଲେ । ଏହି ନୀତି ସମ୍ପାଦନ ଲାଗି ଶ୍ରଦ୍ଧାଳୁମାନଙ୍କ ପାଇଁ...
ବଲାଙ୍ଗିର ୯/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗିର ଗସ୍ତ ସମ୍ପର୍କରେ ସବିଶେଷ ସୂଚନା ହସ୍ତଗତ ହୋଇଛି । ସେ ଆସନ୍ତା ୧୫ ତାରିଖରେ ଦିଲ୍ଲୀରୁ ବିମାନରେ ଆସି ସକାଳ ୯.୩୦ରେ ଝାରସୁଗୁଡ଼ାରେ ପହଂଚିବେ ।...
ନୂଆଦିଲ୍ଲୀ ୯/୧ : ଆସନ୍ତା ମାସ ପହିଲାରେ ସଂସଦରେ ୨୦୧୯-୨୦ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରାଯିବ । ସଂସଦୀୟ ବ୍ୟାପାର କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୩୧...
ବିଶାଖାପାଟଣା ୯/୧ : ବିଶାଖାପାଟଣା ରେଳ ଷ୍ଟେସନରୁ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ସୁନା ଜବତ କରାଯାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଏହାର ଓଜନ...
Recent Comments