କେନ୍ଦ୍ରାପଡ଼ା ୪/୧ : ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ଏକ ଶିଶୁର ମୃତ ଦେହକୁ ଅବଶେଷରେ ଉଦ୍ଧାର କରାଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ପ୍ରାୟ ୪୦ ଘଣ୍ଟାର...
ଭୁବନେଶ୍ୱର ୪/୧ : ୧୦ ରୁ ୧୫ ଦିନ ମଧ୍ୟରେ ବିଜେଡ଼ି ବିରୋଧୀ ମହାମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି...
ଭୁବନେଶ୍ୱର ୪/୧ : ଭୁବନେଶ୍ୱରରୁ ପୋଲିସ ୩୮୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ । ହଳଦୀପଡ଼ିଆ ଓ ଚିନ୍ତାମଣିଶ୍ୱର ଅଂଚଳରୁ ପୋଲିସ...
ବ୍ରହ୍ମପୁର ୪/୧ : ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ୨୦ ଜଣ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏମାନେ ନୈନା ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରୁଛନ୍ତି । ସେମାନଙ୍କୁ ୩ ଦିନ ହେବ ଖାଇବାକୁ ଦିଆଯାଇନାହିଁ...
ସମ୍ବଲପୁର ୪/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୋଲିସ ତାଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କୁ ଅଟକ ରଖିଛି । ବଲାଙ୍ଗିରର ବେଲପଡ଼ା ଥାନା ପୋଲିସ ତାଙ୍କୁ ଘରୁ ଉଠାଇ ନେଇ...
ନୂଆଦିଲ୍ଲୀ ୪/୧ : ସୁପ୍ରିମକୋର୍ଟଙ୍କ ଏକ ନୂତନ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଶୁଣାଣି କରିବେ । ତେଣୁ ଏହାର ଶୁଣାଣିକୁ ଆସନ୍ତା ୧୦ ତାରିଖକୁ ଘୁଂଚାଇ ଦିଆଯାଇଛି । ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ଶୁଣାଇ...
ଭୁବନେଶ୍ୱର ୩/୧ : ଆସନ୍ତା ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସମ୍ପ୍ରତି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିଛି । ଏହି ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ମୋଟ ୧୨...
ଭୁବନେଶ୍ୱର ୩/୧ : ପ୍ରବଳ କୁହୁଡ଼ି ଯୋଗୁ ଭୁବନେଶ୍ୱର ଆସିବାକୁ ଥିବା ଇଣ୍ଡିଗୋର ୩ଟି ବିମାନକୁ ବାତିଲ କରାଯାଇଛି । ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନକୁ ବାତିଲ କରାଯାଇଥିବାବେଳେ କୋଲକାତା ଓ ହାଇଦ୍ରାବାଦରୁ ଭୁବନେଶ୍ୱର ଆସିବାକୁ ଥିବା ବିମାନ...
ଭୁବନେଶ୍ୱର ୩/୧ : ତିତଲି ଓ ପେଥାଇ ପରେ ଆଉ ଏକ ଝଡ଼ ‘ପାବୁକ’ ଓଡ଼ିଶା ପାଇଁ କିଛିଟା ବିପଦ ସୃଷ୍ଟି କରିପାରେ । ପାବୁକ ଏବେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ପ୍ରାୟ ୧୫ ଶହ କିଲୋମିଟର...
ଭୁବନେଶ୍ୱର ୩/୧ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଂଚଳରେ ଗତ ବିଧବାରଦିନ ଘଟିଥିବା ନୋ÷କା ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ଏବଂ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ...
Recent Comments