ଭୁବନେଶ୍ୱର ୨୯/୧୨ : ଆସନ୍ତା ୩୧ ତାରିଖରେ ବିଜେପି ପକ୍ଷରୁ କ୍ରାଇମବ୍ରାଂଚ ଅଫିସ ଘେରାଉ କରାଯିବ । ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ସଠିକ୍ ତଦନ୍ତ କରିନଥିବା ଅଭିଯୋଗ କରି ତାହା ବିରୁଦ୍ଧରେ ଆନ୍ଦୋଳନ ପାଇଁ...
ଡେରାଡୁନ ୨୯/୧୨ : ସ୍ଥାନୀୟ ଚାଷୀଙ୍କୁ ଲାଭର ନ୍ୟାଯ୍ୟ ଅଂଶ ପ୍ରଦାନ ପାଇଁ ଯୋଗଗୁରୁ ରାମଦେବଙ୍କ କମ୍ପାନୀ ଦିବ୍ୟ ଫାର୍ମାସୀକୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡ ଚାଷୀଙ୍କୁ ଲାଭାଂଶ...
ଭୁବନେଶ୍ୱର ୨୯/୧୨ : ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କୁ ପତ୍ର...
ପୁଲୱାମା ୨୯/୧୨ : ଜାମ୍ମୁ କାର୍ଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ସହରରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ୪ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି ।...
ଭୁବନେଶ୍ୱର ୨୯/୧୨ : ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଆଜିର ସର୍ବନିମ୍ନ...
ସିଲଂ ୨୯/୧୨ : ମେଘାଳୟର ଏକ ଖଣିରେ ଫସିଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନୋ÷ସେନା ପକ୍ଷରୁ ସେଠାକୁ ୧୫ ଜଣ ଡାଇଭର ପଠାଯାଇଛି । ଓଡ଼ିଶାରୁ ମଧ୍ୟ ଅଗ୍ନିଶମ ବିଭାଗର ଏକ ଦଳ...
ବାରିପଦା ୨୯/୧୨ : ରାସଗୋବିନ୍ଦପୁର ବ୍ଲକ ଛତନାସ୍ଥିତ କୁକୁଡ଼ା ଚିଆଁ ଗବେଷଣା କେନ୍ଦ୍ରରେ ନିଆଁ ଲାଗିଯିବା ଫଳରେ ଅନେକ କ୍ଷୟକ୍ଷତି ଘଟିଛି । ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ଯାଇଥିବାବେଳେ ଅନ୍ୟ କେତେକ ସାମଗ୍ରୀ ଜଳିଯାଇଛି...
ପୁରୀ ୨୮/୧୨ : ଶ୍ରୀମନ୍ଦିରରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଶୁକ୍ରବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେବାୟତମାନେ ଦ୍ୱାର ନ ଫିଟାଇବା ଫଳରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ କୋ÷ଣସି ନୀତିକାନ୍ତି ଆରମ୍ଭ...
ଭୁବନେଶ୍ୱର ୨୮/୧୨ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୮ଟି ବ୍ଲକ୍ ଲାଗି ୪୯ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ବ୍ଲକ୍ଗୁଡ଼ିକ ହେଲା ଭଦ୍ରକ ଜିଲ୍ଲାର...
ବାଲେଶ୍ୱର ୨୮/୧୨ : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଥାନା ପରଖି ଗ୍ରାମର ଗଣେଶ ଜେନା ।...
Recent Comments