ବାଲେଶ୍ୱର ୨୩/୧୨ : ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ ହୋଇଛି । ଧାମରା ଅବଦୁଲ କଲାମ ଦ୍ୱିପର ୪ନଂ ଲଂଚପ୍ୟାଡରୁ ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଥିବା ଜଣାପଡିଛି ।...
ଭଦ୍ରକ ୨୩/୧୨ : ଭଦ୍ରକ ବନ୍ତ ଛକ ନିକଟରେ ରବିବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଛି...
ଭୁବନେଶ୍ୱର ୨୩/୧୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭୁବନେଶ୍ୱରରେ । ରବିବାର ସ୍ୱତନ୍ତ୍ର ବିମାନରେ ସପରିବାରେ ଭୁବନେଶ୍ୱରରେ ପହଂଚିଛନ୍ତି କେସିଆର । ସେ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଆଜି ସନ୍ଧ୍ୟାରେ...
ସମ୍ବଲପୁର ୨୩/୧୨ : ରାସ୍ତାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଚିପିଲିମା ଫାଣ୍ଡି ଅନ୍ତର୍ଗତ ସାତୁପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ...
ନୂଆଦିଲ୍ଲୀ ୨୩/୧୨ : ଶନିବାର ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରେ ହୋଇଥିବା ସୁନାମୀରେ ୧୬୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୬୦୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।...
ଭୁବନେଶ୍ୱର: ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାସଙ୍କୁ ଓଡିଶା ମାନବ ଅଧିକାର କମିଶନର ସଦସ୍ୟ ଭାବେ ମନୋନୀତ କରା ଯାଇଛି । ଜଷ୍ଟିସ ଦାସ କମିଶନରେ ଯୋଗ ଦେବାପରେ ଏହା କାର୍ଯ୍ୟକ୍ଷମ ହେବ...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ପୋଲିସ୍ ମୁତୟନ କରାଯିବାର...
ସମ୍ବଲପୁର ୨୩/୧୨ : ଦୀର୍ଘ ଦିନ ହେଲା ଆହତ ହୋଇ ବୁଲୁଥିବା ଦନ୍ତାକୁ ରବିବାର ଟ୍ରାଙ୍କୁଲାଇଜ କରାଯାଇଛି । ସମ୍ବଲପୁର ପଡିଆବାହାଲ ଅଂଚଳରେ ବହୁ ଦିନ ହେବ ଏକ ଦନ୍ତା ହାତୀ ଆହତ ଅବସ୍ଥାରେ ହୋଇ...
ନୂଆଦିଲ୍ଲୀ ୨୨/୧୨ : କେନ୍ଦ୍ର ସରକାର ୩୩ଟି ଦ୍ରବ୍ୟ ଉପରୁ ଜିଏସ୍ଟି ହ୍ରାସ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୧ତମ ଜିଏସ୍ଟି ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ...
ଶ୍ରୀନଗର ୨୨/୧୨ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରା ତ୍ରାଲ ଅଂଚଳରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେହି ଅଂଚଳର ଏକ ତୋଟା ମଧ୍ୟରେ ସନ୍ତ୍ରାସବାଦୀ...
Recent Comments