ନୂଆଦିଲ୍ଲୀ ୧୧/୧୨ : ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଚାଣକ୍ୟ ରୂପେ ପରିଚିତ ବିଜେପି ସଭାପତି ଅମିତ ଶାହାଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଛତିଶଗଡ଼ରେ ବିଜେପିର ଶୋଚନୀୟ ବିପର୍ଯ୍ୟୟ ଘଟିଥିବାବେଳେ ରାଜସ୍ଥାନରେ କ୍ଷମତା...
ଭୁବନେଶ୍ୱର ୧୧/୧୨ : ଏବେ ଦେଶ କଂଗ୍ରେସମୁକ୍ତ ନୁହେଁ, ବିଜେପିମୁକ୍ତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି କ୍ଷମତା ହରାଇବା ଏବଂ ନିର୍ବାଚନରେ...
ରାୟଗଡ଼ା ୧୧/୧୨ : ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଛି । ନିର୍ବାଚନକୁ ଅବୈଧ ଘୋଷଣା କରି ରାୟଗଡ଼ା ଜିଲ୍ଲା ଜଜ୍ କହିଛନ୍ତି ଯେ, ତାଙ୍କ ନିର୍ବାଚନରେ ତ୍ରୁଟି ଥିବାରୁ ନିର୍ବାଚନକୁ...
ନୂଆଦିଲ୍ଲୀ ୧୧/୧୨ : ଏଣିକି ଗଣମାଧ୍ୟମଗୁଡ଼ିକ ଦୁଷ୍କର୍ମପୀଡିତାଙ୍କ ନାମ ପ୍ରକାଶ କରିପାରିବେ ନାହିଁ । ସେମାନଙ୍କ ପରିଚୟକୁ ଗୋପନ ରଖାଯିବ । ଫଟୋ ମଧ୍ୟ ପ୍ରକାଶ କରାଯାଇପାରିବ ନାହିଁ । ମଙ୍ଗଳବାର ଦିନ ଏଭଳି ନିର୍ଦ୍ଦେଶ...
ନୂଆଦିଲ୍ଲୀ ୧୧/୧୨ : ସଂସଦର ଶୀତକାଳୀନ ଅଧିବେଶନ ଆଠିଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଶୋକ ପ୍ରକାଶ ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି ।...
ଶ୍ରୀନଗର ୧୧/୧୨ : ଜାମ୍ମୁକାର୍ଶ୍ମୀରର ସୋପିଆଁ ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀମାନେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଫଳରେ ୩ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ...
ରାଉରକେଲା ୧୧/୧୨ : ରାଉରକେଲାର ଜଣାଶୁଣା ବିଲଡର ଅନମୋଲ୍ ସିଂଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ବେଲଡିହି ନିକଟରେ ତାଙ୍କ ଗାଡ଼ି ଉପରକୁ ୧୦...
କୋଣାର୍କ ୧୧/୧୨ : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡାଇ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଅଟକ ରହିଛନ୍ତି । ସେମାନେ ହେଉଛନ୍ତି ଋଷିଆର ନାଗରିକ । ଏଏସ୍ଆଇ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା ଚାଲିଛି ।...
ବାରିପଦା ୧୧/୧୨ : କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଟାସ୍କଫୋର୍ସ ଉଦଳାରୁ ବଜ୍ରକାପ୍ତା ଚୋରାଚାଲାଣ ଲିଙ୍କରେ ଆଉ ୬ ଜଣଙ୍କୁ ଗିରଫ କରିଛି । ଫଳରେ ଏହି ଲିଙ୍କରେ ଗିରଫଦାରି ସଂଖ୍ୟ ୧୦କୁ ବୃଦ୍ଧି ପାଇଛି । ପୂର୍ବରୁ...
ନୂଆଦିଲ୍ଲୀ ୧୦/୧୨ : ବିଭିନ୍ନ କାରଣରୁ ସରକାରଙ୍କ ସହ ବିବାଦ ଘନାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣର ପଦରୁ ଉର୍ଜିତ୍ ପଟେଲ ଆଜି ଇସ୍ତଫା ଦେଇଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏହି...
Recent Comments