କଟକ ୧୦/୧୨ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋଲଣପୁର ଗାଁର ସୁମନ୍ତ ମଲ୍ଲିକ ନାମକ ଏହି ଚାଷୀ ଜଣକ ଗତକାଲି ରାତିରେ ଘରେ...
ଲଣ୍ଡନ ୧୦/୧୨ : ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ ଅନୁମତି ଦେଇଛନ୍ତି । ଫଳରେ ତାଙ୍କୁ ଭାରତକୁ ଫେରାଇ ଅଣାଯିବା ସମ୍ଭାବନା ଯଥେଷ୍ଟ ଉଜ୍ଜ୍ୱଳ...
ଅନୁଗୁଳୁ ୧୦/୧୨ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଗତ ରାତିରେ କଇଁଫୁଲିଆ ଗ୍ରାମ ନିକଟ ରେଳ ଲାଇନ କଡ଼ରୁ ତାଙ୍କ ଶବ ଉଦ୍ଧାର କରାଯାଇଛି ।...
ସମ୍ବଲପୁର ୧୦/୧୨ : ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ବୁର୍ଲାବାସୀ । ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ଫଳରେ ବୁର୍ଲା ସମ୍ପୂର୍ଣ୍ଣ...
ଭୁବନେଶ୍ୱର ୧୦/୧୨ : ସୋମବାର ଭୁବନେଶ୍ୱରରେ କୋଣାର୍କ ସୁରକ୍ଷାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ, କୋଣାର୍କ ସୁରକ୍ଷାକୁ କେନ୍ଦ୍ର ସରକାର ଗୁରୁତର...
ଚାନ୍ଦୁପିର ୧୦/୧୨ : ଚାନ୍ଦିପୁରରୁ ଅଗ୍ନି-୫ ବାଲାଷ୍ଟିକ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ସୋମବାର ଅପରାହ୍ନ ୧.୨୮ ମିନିଟରେ ଚାନ୍ଦିପୁର ଅବଦୁଲ କଲାମ ଦ୍ୱିପରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ପରୀକ୍ଷଣ ସଫଳ ହୋଇଛି...
ଆଡିଲେଡ ୧୦/୧୨ : ଆଡିଲେଡ ଟେଷ୍ଟରେ ଭାରତ ରୋମାଂଚକର ବିଜୟ ହାସଲ କରିଛି । ୩୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ କିଛି ସମୟ ଧରି ଦୃଢ଼ ସଂଘର୍ଷ କରିଥିଲେ ହେଁ ଶେଷରେ...
ଖୋର୍ଦ୍ଧା ୧୦/୧୨ : ଖୋର୍ଦ୍ଧା ଅବକାରୀ ବିଭାଗ ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ...
ରାଇରଙ୍ଗପୁର ୧୦/୧୨ : ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରାଯାଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା...
ମୋହନା ୧୦/୧୨ : ଖିରାସିଂ ଗ୍ରାମେର ସୋମବାର ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଉକ୍ତ ଗ୍ରାମର କିରା ରଣଷଣ୍ଢ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା...
Recent Comments