ଆସିକା ୮/୧୨ : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଓସିଙ୍ଗି ଗ୍ରାମରେ ଏକ କୁକୁଡା ଫାର୍ମରେ ନିଆଁ ଲାଗି ୧ ହଜାରରୁ ଉଦ୍ଧ୍ୱର୍ କୁକୁଡା ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । କେହି ଦୁର୍ବୃତ୍ତ ଫାର୍ମରେ ନିଆଁ ଲଗାଇ ଦେଇଥିବା...
ଭୁବନେଶ୍ୱର 7/12 : ବିଜାତଳାରେ ବାଜି ମାରିଲା ବିଜେଡ଼ି । ଗୌରିକଗଡ଼ ଜିତିଲା ବିଜୁ ଜନତା ଦଳ । ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମଏମକୁ ପଛରେ ପକାଇ...
ଭୁବନେଶ୍ୱର ୭/୧୨ : ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ...
ନୂଆଦିଲ୍ଲୀ ୭/୧୨ : ୫ଟି ରାଜ୍ୟରେ ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ବଡ଼ ଧରଣର ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି । କାରଣ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲରୁ...
ଭୁବନେଶ୍ୱର ୭/୧୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନେଇ ଏବେ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଛି । ତାଙ୍କୁ ଦଳରୁ ଅପସାରଣ କରିବା ପାଇଁ କଂଗ୍ରେସର କିଛି ନେତା ପ୍ରୟାସ ଆରମ୍ଭ କରିଦେଇଥିବାବେଳେ...
ଭୁବନେଶ୍ୱର ୭/୧୨ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ନିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର ଦେଇଛନ୍ତି ।...
ତାଳଚେର ୭/୧୨ : ତାଳଚେର ସହରରେ ଚଟାଣ ଧସିବା ସମସ୍ୟାକୁ ନେଇ ଏବେବି ଉତ୍ତେଜନା ଲାଗିରହିଛି । ଗତକାଲିଠାରୁ ସହରରେ ବିକ୍ଷୋଭ କରୁଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ ଅଟକ ରଖିବା ପରେ ଆଜି ବିଭିନ୍ନ ରାସ୍ତାରେ...
ନୂଆଦିଲ୍ଲୀ ୭/୧୨ : ବିଶିଷ୍ଟ ଅର୍ଥନୀତିଜ୍ଞ ଭି କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି । ସେ ୩ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।...
ନୂଆଦିଲ୍ଲୀ ୭/୧୨ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରି ଶୁକ୍ରବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଅହମ୍ମଦ ନଗର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥିରୂପେ ଯୋଗ ଦେଇଥିବାବେଳେ ହଠାତ୍...
କଟକ ୭/୧୨ : ରେଭେନ୍ସା ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରି ବିଭାଗରେ ଆଜି ନିଆଁ ଲାଗି କିଛି ଜିନିଷପତ୍ର ନଷ୍ଟ ହୋଇଛି । ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ରୁମ୍ରେ ପରୀକ୍ଷା ଦେଉଥିବାବେଳେ ଏଭଳି ଘଟିଥିଲା । ଅଗ୍ନିକାଣ୍ଡରେ ରୁମ୍ରେ ଥିବା...
Recent Comments