ୱାସିଂଟନ୍ ୧/୧୨ : ବିଶ୍ୱର ଅନ୍ୟତମ ପ୍ରମୁଖ ରାଜନେତା ତଥା ଆମେରିକାର ପ୍ରଭାବଶାଳୀ ରାଷ୍ଟ୍ରପତି ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଥିଲେ...
କେନ୍ଦ୍ରାପଡ଼ା ୧/୧୨ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଂଚଳର ନବରକାନ ଗ୍ରାମର ଜଣେ ବାଳକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଶୁଭମ୍ ରାଉତ । ୮ ବର୍ଷର ଏହି ବାଳକ ଜଣକ...
ସୁନ୍ଦରଗଡ/କେନ୍ଦୁଝର ୧/୧୨ : ରାଜ୍ୟର ଦୁଇଟି ସ୍ଥାନରେ ଦୁଇଟି ମର୍ମତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଜଣ ପ୍ରାଣ ହରାଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦୁଇଜଣ ପ୍ରାଣ ହରାଇଛନ୍ତି...
ଭୁବନେଶ୍ୱର ୧/୧୨ : ଜି ଗ୍ରୁପ୍ର କାର୍ଯ୍ୟାଳୟ ଉପରେ ଆୟକର ଚଢ଼ାଉ ହୋଇଛି । ଆୟକର ବିଭାଗର କର୍ମକର୍ତାମାନେ ଦୁଇଟି ସ୍ଥାନରେ ଏଭଳି ଚଢ଼ାଉ କରିଛନ୍ତି । ଗ୍ରୁପ୍ର ମୁଖ୍ୟ ଆଶିଷ୍ ଗର୍ଗଙ୍କ ବାସଭବନ ଓ...
ମାଲକାନଗିରି ୧/୧୨ : ଶନିବାର ମାଲକାନଗିରିର ଚିତ୍ରକୋଣ୍ଡା ଅଂଚଳରେ ଚାଷ କରାଯାଇଥିବା ବହୁ ପରିମାଣର ଗଂଜେଇ ଗଛ ନଷ୍ଟ କରାଯାଇଛି । ଅବକାରୀ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ସେ ଅଂଚଳରେ ଚଢ଼ାଉ କରାଯାଇ...
ସୁନ୍ଦରଗଡ଼ ୧/୧୨ : ସୁନ୍ଦଗଡ଼ ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ଚୋରି ହୋଇଥିବା ସମସ୍ତ ଗୁଳିକୁ ଉଦ୍ଧାର କରାଯାଇଛି । ଗତ ଶୁକ୍ରବାର ୪୫ଟି ଗୁଳିକୁ ଉଦ୍ଧାର କରାଯାଇଥିବାବେଳେ ଶନିବାର ଅବଶିଷ୍ଟ ୧୫ଟି ଗୁଳିକୁ ଜବତ କରିବାରେ...
ଭୁବନେଶ୍ୱର ୩୦/୧୧ : ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ବିଜେପିରୁ ଶୁକ୍ରବାର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ଇସ୍ତଫା ଦେଇଛନ୍ତି । ଫଳରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର...
ଭୁବନେଶ୍ୱର ୩୦/୧୧ : କମିଶନରେଟ୍ ପୋଲିସ ଶୁକ୍ରବାର ୯ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ଟି ବାଇକ୍ ସହ ୩୫ଟି ମୋବାଇଲ ଜବତ କରାଯାଇଛି । ଜବତ ହୋଇଥିବା ମୋବାଇଲ୍ଗୁଡ଼କ ମଧ୍ୟରୁ କେତୋଟି...
ନୂଆଦିଲ୍ଲୀ ୩୦/୧୧ : ପଶ୍ଚିବଙ୍ଗରେ ହୋଇଥିବା ଖଣି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏଚ୍ସି ଗୁପ୍ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି । ଏହାଛଡା ଘରୋଇ କମ୍ପାନୀ ବିକାଶ ମେଟାଲ୍ସ...
ନୂଆଦିଲ୍ଲୀ ୩୦/୧୧ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସର ପୂର୍ବତନ ସାଂସଦ ମହମ୍ମଦ ଆଝାରୁଦ୍ଦିନ୍ ତେଲେଙ୍ଗାନା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ଏହାସହ ଦଳର ବରିଷ୍ଠ...
Recent Comments