ଭୁବନେଶ୍ବର: କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ଏହି ସହାୟତା କୋଭିଡ ଯୁଦ୍ଧରେ...
ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଚା’ କୁ ଡାକିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ବିଜପିର ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ଓ ତାଙ୍କ ପରିବାର ବର୍ଗଙ୍କୁ ପ୍ରିୟଙ୍କା ଚା’ ଭୋଜିକୁ...
ଶ୍ରୀନଗର: କାଶ୍ମୀରର ସୁବାସିତ ସାଫ୍ରନକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡକେସନ) ଟ୍ୟାଗ ମିଳିଛି। “କାଶ୍ମୀର ଉପତ୍ୟକାର ଏହି ସାଫ୍ରନ ବ୍ରାଣ୍ଡକୁ ବିଶ୍ୱ ସ୍ୱୀକୃତି ଦେବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ”, ବୋଲି ଉପ-ରାଜ୍ୟପାଳ ଜିସି ମୁର୍ମୁ...
ନୂଆଦିଲ୍ଲୀ: ଓଡିଶାକୁ ମିଳିବକି ରାଜ୍ୟସଭା ଉପାଧ୍ୟକ୍ଷ ପଦ? ଏହି ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି ଭୁବନେଶ୍ୱରରୁ ଦିଲ୍ଲୀ ଯାଏ। ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଓଡିଶା କଥା ଉଠିଥିଲା। ସେତେବେଳେ ବିଜେଡିର ବରିଷ୍ଠ ସାଂସଦ...
ନୂଆଦିଲ୍ଲୀ: ଓଡ଼ିିିଶାରୁୁ ରାଜ୍ୟସଭାକୁ ନବ ନିର୍ବାଚିତ ଚାରିଜଣ ସାଂସଦ ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ଧ୍ୟାନ ଦେବେ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟନାୟକ ମତପ୍ରକାଶ କରିଛନ୍ତି |ନୂତନ ରାଜ୍ୟସଭା ସାଂସଦ ମାନଙ୍କର...
ଡ଼ଲଫିନ ପ୍ରଧାନ ନୂଆଦିଲ୍ଲୀ: ଭାରତ-ଚୀନ୍ ଉତ୍ତେଜନା ଭିତରେ ରାଫେଲ୍ ଯୁଦ୍ଧ ବିମାନର ପ୍ରଥମ ପର୍ଯ୍ୟାୟ ୨୯ ଜୁଲାଇରେ ହସ୍ତାନ୍ତର ହେବାକୁ ଯାଉଛି। ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର...
ରାୟପୁର: ଅଗଷ୍ଟ ୩ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମର ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଉତ୍ସବ। ରାକ୍ଷୀ ଉତ୍ସବ ଅବ୍ୟବହିତ ପୁର୍ବରୁ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସରୋଜ ପାଣ୍ଡେ...
ଡ଼ଲଫିନ ପ୍ରଧାନ ବାଲେଶ୍ବର: ଓଡ଼ିଶାସ୍ଥିତ ଇଣ୍ଟେରିମ୍ ଟେଷ୍ଟ୍ ରେଞ୍ଜ୍ରେ ଭାରତର ‘ଧୁର୍ବାସ୍ତ୍ର’ ନାମରେ ପରିଚିତ କମାଣ-ନିରୋଧୀ ଗାଇଡେଡ୍ ମିସାଇଲ୍ର ଉଡ଼ାଣ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି। ସୂଚନାଅନୁଯାୟୀ, ଜୁଲାଇ୧୫ ଓ ୧୬ ତାରିଖ ଦିନ...
ନୂଆଦିଲ୍ଲୀ: ଅଗାମୀ ଅଗଷ୍ଟ ମାସରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବ୍ୟାପକ ଅଦଳ ବଦଳ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀମାନଙ୍କ ବିଭାଗରେ ବି ବ୍ୟାପକ ଅଦଳ ବଦଳ...
ଭୁବନେଶ୍ୱର: ପୁର୍ବତନ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପଟ୍ଟନାୟକ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ମୁମ୍ବାଇ ଆପୋଲ ହସ୍ପିଟାଲରେ...
Recent Comments