ନଗଡ଼ା ୨୫/୨ : ନଗଡାର ସୁନ୍ଦରୀ ରଇବାରୀ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତଳ ନଗଡାର ଗୁରୁ ପ୍ରଧାନଙ୍କ ବଡଝିଅ ରୁଇ ଢେଙ୍କାନାଳ ଜିଲ୍ଲା ବିରଶାଳା ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନଙ୍କୁ...
ହଳଦିଆ ୨୫/୨ : ଆଜି ସକାଳେ ହଳଦିଆ ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ଗ୍ରାମବାସୀ ମଦ ଦୋକାନ ଭାଙ୍ଗିବା ସହ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ ଦୁଇଟି ମଦ ଦୋକାନ ଭାଙ୍ଗିବା ସହ...
ଭୁବନେଶ୍ୱର ୨୫/୨ : ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂସ୍ଥା ପ୍ରଂଶସା କରିଛି । ଏ ନେଇ ଭାରତରେ ଅବସ୍ଥାପିତ ଜାତିସଂଘ ଉପମୁଖ୍ୟ...
ଭୁବନେଶ୍ୱର ୨୫/୨ : ରାଜ୍ୟରେ ୪୧ଟି ଶୀତଳ ଭଣ୍ଡାରରେ ତାଲା ପଡ଼ିଛି । ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଆଗକୁ ଆଳୁ କେଜି ୫୦ ଟଙ୍କାରେ ପହଁଚିବ । ସରକାର ତୁରନ୍ତ ସମସ୍ୟାର ସମାଧାନ...
ଯାଜପୁର,୨୫/୦୨:ଯାଜପୁର ଜିଲ୍ଲା ବନ୍ଧଜିନ୍ମ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମରେ ହତାଶ ହୋଇ ପ୍ରେମିକ ଘଟାଇଛି ଉତ୍ମତକାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକ ଜଣକ ଭୁଜାଲିରେ ହାଣିଛି ନିଜ ପ୍ରେମିକାକୁ ।...
ନୂଆପଡ଼ା ୨୫/୨ : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତ କି, କାଳିଆ ଯୋଜନା...
ମାଲକାନଗିରି,୨୫/୦୨:ଦିନକୁ ଦିନ ମାଓ ସଙ୍କଟ ବଢିବାରେ ଲାଗିଛି । ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବ ପାଇଁ ରାଜ୍ୟ ସରକାର ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି । ଆଜି ଜଣେ ମାଓବାଦୀ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ...
ଭୁବନେଶ୍ୱର,୨୫/୦୨:ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ...
ବାଲେଶ୍ୱର ୨୫/୨ : ବସ୍ ଓଲଟି ପଡ଼ିବାରୁ ୧୦ଜଣ ଆହାତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାହାନଗା ବ୍ଲକ ଆଳଦା ଗାଁ ନିକଟରେ ଏକ ଯାତ୍ରୀବାହୀ...
ବଲାଙ୍ଗୀର,୨୫/୦୨:ଆଜି ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଆଜି ବଲାଙ୍ଗିରରେ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି ।ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ଏହି ଭାଇରାଲ ପରମ୍ପରା ଆରମ୍ଭ...
Recent Comments