କଟକ ୧/୨ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦିନ ହିଁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ । ୩୦୪ଟି ନୋଡ଼ାଲ ସେଣ୍ଟରରୁ ବିଭିନ୍ନ...
ଭୁବନେଶ୍ୱର ୧/୨ : ଜମି ଦେବା ନାଁରେ ଲୋକଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜେଡ଼ ଇନଫ୍ରା କନଷ୍ଟ୍ରକସନର ଚିଫ ଜେନେରାଲ ମ୍ୟାନେଜର ସୋ÷ମେନ୍ଦ୍ର ନାରାୟଣ ଦଳବେହେରାଙ୍କୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି...
ଭୁବନେଶ୍ୱର ୩୧/୧ : ଆମ ଦେଶ ଗରିବ ନୁହେଁ, ଲୋକେ ଗରିବ । ଗରିବି ହଟାଇବାରେ ଦେଶର ପ୍ରମୁଖ ଦଳଗୁଡ଼ିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆମ ଆଦମୀ ପାର୍ଟିର ସଭାପତି ତଥା...
ଭୁବନେଶ୍ୱର ୩୧/୧ : କୋ÷ଣସି ବଡ଼ବଡ଼ିଆ ବା ପ୍ରଭାବଶାଳୀ ଲୋକ କାଳିଆ ଯୋଜନାରେ ସାମିଲ ହୋଇନାହାନ୍ତି କି ସେମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଇନାହିଁ । କାଳିଆ ଯୋଜନାରେ କିଛି ପ୍ରଭାବଶାଳୀ ଲୋକ ସାମିଲ...
ବ୍ରହ୍ମପୁର ୩୧/୧ : ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଆଇପିଏସ ଅଧିକାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଜାତୀୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ...
ମାଲକାନଗିିିରି ୩୧/୧ : ମାଓବାଦୀଙ୍କ ପକ୍ଷରୁ ପାଳିତ ହେଉଥିବା ପ୍ରତିବାଦ ସପ୍ତାହର ବୁଧବାର ହେଉଛି ଶେଷ ଦିନ । ଆଜିର ଦିନରେ ଲାଲ ବାହିନୀ ପକ୍ଷରୁ ଭାରତ ବନ୍ଦ ଆହ୍ୱାନ ଦିଆଯାଇଥିଲା । ତେବେ ଓଡ଼ିଶାରେ...
ଭୁବନେଶ୍ୱର ୩୧/୧ : ରାଜ୍ୟର ଅଧିକାଂଶ ସ୍ଥାନରେ ଆହୁରି ଦୁଇଦିନ ଶୀତ ପ୍ରବାହ ଜାରି ରହିବ । ଶନିବାର ଠାରୁ ଧୀରେ ଧୀରେ ତାପମାତ୍ର ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା...
ଭୁବନେଶ୍ୱର ୩୧/୧ : ଦୁଇଜଣ ଆଇପିଏସ ଅଫିସର ରାଜ୍ୟ ସରକାରଙ୍କ ହାତ ବାରିସୀ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାରୁ ଏହି ଦୁଇ ଆଇପିଏସ...
ରାୟଗଡ଼ା ୩୧/୧ : ରାୟଗଡ଼ାର ଚାଟିକଣା ନିକଟରେ ଲାଲ ବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ପୋଲିସ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପୋଲିସ ନିକଟସ୍ଥ ଅଂଚଳରେ କମ୍ବିଂ ଅପରେଶନ କରିବାକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।...
ବଲାଙ୍ଗିର ୩୧/୧ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୁଦ୍ଧରେ କ୍ରାଇମବ୍ରାଂଚ ଅଦାଲତରେ ଗୁରୁବାର ଫାଇନାଲ ଚାର୍ଜସିଟ ଦାଖଲ କରିଛି । ୬୫ ପୃଷ୍ଠାର ଏହି ଚାର୍ଜସିଟରେ ୭୬ଜଣ...
Recent Comments