ଆସିକା ୨୩/୧ : ଆସିକାର ମୁଣ୍ଡମରାଇ ଗ୍ରାମରୁ ଆଜି ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ପାଟିରୁ ରକ୍ତ ବାହାରିପଡ଼ିଛି । ଏହି ବ୍ୟକ୍ତି ଜଣକ ହେଲେ ଆସିକାସ୍ଥିତ ଆନ୍ଧ୍ର ବ୍ୟାଙ୍କର...
ଧାନବାଦ ୨୩/୧ : ଧାନବାଦସ୍ଥିତ ଭାରତ କୋକିଂକୋଲ୍ସ ଲିମିଟେଡର ଏକ ଖଣିରେ ଆଜି କୋଇଲା ଖଣି ଧସିପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । କୋଇଲା ଖଣ୍ଡ ତଳେ ଅନ୍ୟ କେତେକ ବ୍ୟକ୍ତି ଚାପି ହୋଇ...
ସୁବର୍ଣ୍ଣପୁର ୨୩/୧ : ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । ବୀରମହାରାଜପୁର ଅଂଚଳର ଘିଚାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ଯୁବକଜଣକ ଗତ ରାତିରେ ଶୋଇଥିବାବେଳେ କୋ÷ଣସି କାରଣରୁ ଘରେ ନିଆଁ...
ଭୁବନେଶ୍ୱର ୨୩/୧ : ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ବିଜୁ ଆଇଟି କେନ୍ଦ୍ର ଖୋଲାଯିବ । ଆଜି ଭୁବନେଶ୍ୱରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ଆଇଟି ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏଥିରେ ବିଭିନ୍ନ...
ବ୍ରାହ୍ମଣୀଗାଁ ୨୨/୧ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୨୫ଜଣ ଆହତ ହୋଇଛନ୍ତି । ଏକ ମିନିଟ୍ରକ...
ଭୁବନେଶ୍ୱର ୨୨/୧ : କଂଗ୍ରେସ ନେତା ପ୍ରଣୟ ସାହୁ ମଙ୍ଗଳବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଅନୁଷ୍ଠିତ ଏହି ମିଳନ ପର୍ବରେ ବିଜେପୁର ବିଧାୟିକା ରୀତା ସାହୁଙ୍କ ସହ ବହୁ କର୍ମୀ ଉପସ୍ଥିତ...
ଭୁବନେଶ୍ୱର ୨୨/୧ : ରାସ୍ତା ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣାଧୀନ କରିହେବ ସେଥିପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ଦୁର୍ଘଟଣା ରୋକିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି...
ଭୁବନେଶ୍ୱର ୨୨/୧ : ନିକଟରେ କଟକରୁ ୭ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନଳିନୀ କୁମାରୀ ପୃଷ୍ଟି ଓ ବିଜୟ କେତନ ସାହୁଙ୍କ ବାସଭବନ...
ଭୁବନେଶ୍ୱର ୨୨/୧ : ଓଏସଆରଟିସିର ଏକ ବସରୁ ସୋମବାର ବିଳମ୍ବିତ ରାତ୍ରିରେ ୩୬ ବସ୍ତା ଗୁଟଖା ଜବତ କରାଯାଇଛି । ଏହି ପାନମସଲା ବ୍ରହ୍ମପୁରରୁ କଟକ ଯାଉଥିବାବେଳେ ଭୁବନେଶ୍ୱଠାରେ ବିକ୍ରି କର ବିଭାଗ ଅଧିକାରୀମାନେ ବସଟିକୁ...
ପାରାଦ୍ୱୀପ ୨୨/୧ : ପାରାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀ ପକ୍ଷରୁ ସି ଭିଜିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମୁଦ୍ର ଭିତରେ ନିରାପତ୍ତା ସଚେତନତାକୁ ପ୍ରଭାବଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ...
Recent Comments