ବଲାଙ୍ଗିର ୨୦/୧ : ସଇଁତଳା ବ୍ଲକ ବିବିନାସ୍ଥିତ ଏକ ମଦଭାଟିର ମ୍ୟାନେଜର ନରେନ୍ଦ୍ର ଗୁପ୍ତାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଛନ୍ତି । ଶ୍ରୀ ଗୁପ୍ତା ୩ ଲକ୍ଷ ୬...
ଭୁବନେଶ୍ୱର ୨୦/୧ : ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି କ୍ଲିନ ସ୍ୱିପ କରିବ ବୋଲି ପ୍ରକାଶ କରିଛନ୍ତି ଏହାର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ । ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ...
୨୦/୧ : କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ଅଭିଯୋଗ କରିଛନ୍ତି ଦଳରୁ ଗତକାଲି ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ସେ କହିଛନ୍ତି ଯେ, ସେ କୋ÷ଣସି ଦଳ ବିରୋଧୀ କାର୍ଯ୍ୟ...
ନୂଆଦିଲ୍ଲୀ ୨୦/୧ : ବିଜେପି ସଭାପତି ଅମିତ ଶାହା ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି । ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେବାପରେ ତାଙ୍କୁ ଏମ୍ସରେ ଭତ୍ତି କରାଯାଇଥିଲା...
ଭୁବନେଶ୍ୱର ୨୦/୧ : ଭୁବନେଶ୍ୱର ଗୋ÷ରୀ ନଗରରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଏକ ଭଡ଼ା ଘରେ ରହୁଥିବା ଦୁଇଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଅନ୍ୟର ତଣ୍ଟି କାଟି ହତ୍ୟା କରିଛି...
ଭୁବନେଶ୍ୱର ୨୦/୧ : ଏମ୍ସର ୬ ମହଲାରୁ ତଳକୁ ଡେଇଁ ରବିବାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଖୋର୍ଦ୍ଧା ଜକରା ଗାଁ ସତ୍ୟଜିତ ମହାନ୍ତି । ସେ ବିଷ...
ନୟାଗଡ଼ ୨୦/୧ : ନୟାଗଡ଼ ବ୍ଲକ କରଡ଼ାବଣି ଗ୍ରାମର ଜଣେ ଛାତ୍ରଙ୍କ ମୃତ ଦେହକୁ ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ଛୋଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି । କାହ୍ନୁ ନାୟକ ନାମକ ଏହି ଅଷ୍ଟମ...
କେନ୍ଦୁଝର ୨୦/୧ : ଚମ୍ପୁଆ ଅଂଚଳର ବାସୁଦେବପୁର ଛକ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏକ ଅଜଣା ଗାଡ଼ି ଗୋଟିଏ ଅଟୋକୁ ଧକ୍କା ଦେବା...
ଭୁବନେଶ୍ୱର ୧୯/୧: ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି । ଏଣିକି ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିମାନେ ମାସିକ ଅଧିକ ୨ ଶହ ଟଙ୍କା ଭତ୍ତା ପାଇବେ...
ଭୁବନେଶ୍ୱର ୧୯/୧ : ଲୋକଙ୍କ ନିକଟତର ହେବା ଏବଂ ସେମାନଙ୍କ ଆସ୍ଥା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ୩ ଦିନିଆ ଉଚ୍ଚ ପୋଲିସ...
Recent Comments