କେନ୍ଦୁଝର ୨୭/୧୨ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗ୍ରାମରେ ଜଣେ ଯୁବତୀ ଜୀବନ୍ତଦଗ୍ଧ ହୋଇଛନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଏହି ମହିଳାଙ୍କ ନାମ ସବିତା...
ପୁରୀ ୨୭/୧୨ : ପାଳିଆ ପୁରସ୍କାର ନେଇ ସେବାୟତଙ୍କ ଅସନ୍ତୋଷ ଯୋଗୁ ଆଜି ଶ୍ରୀମନ୍ଦିରରେ କେତେକ ନୀତି ବିଳମ୍ବିତ ହୋଇଥିଲା । ବିଶେଷ କରି ମଙ୍ଗଳ ଆଳତୀ ଓ ମଇଲମ ନୀତି ପ୍ରଭାବିତ ହୋଇଥିଲା ।...
ଧର୍ମଗଡ ୨୭/୧୨ : ଧର୍ମଗଡ଼ରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବା ଫଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି । ଧର୍ମଗଡ଼କୁ ଜିଲ୍ଲାର ମାନ୍ୟତା ପ୍ରଦାନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ...
ଭୁବନେଶ୍ୱର ୨୬/୧୨ : ବିଜେଡ଼ି ବୁଧବାର ତା’ର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ବିଜେପି ପକ୍ଷରୁ ସମାନ୍ତରାଳ ସମାବେଶ କରାଯାଇଛି । କଂଗ୍ରେସ ମଧ୍ୟ ଆଜି କଳା ଦିବସ ପାଳନ କରିଛି ।...
ଭୁବନେଶ୍ୱର ୨୬/୧୨ : ବିଜେଡ଼ି ଆଜି ନିଜର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ରାଜ୍ୟସରକାରଙ୍କ ବିକାଶ ସ୍ଲୋଗାନ ଉପରେ ପ୍ରଶ୍ନବାଚୀ ଆଣି କଂଗ୍ରେସ ପାଳନ କରିଛି କଳା ଦିବସ । କଂଗ୍ରେସ କର୍ମୀମାନେ...
ରାଇରଙ୍ଗପୁର ୨୬/୧୨ : ବୁଧବାର ଦିନ ତିରିଙ୍ଗି ଥାନା ଅନ୍ତର୍ଗତ ଖେସେଲଡିହ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯବୁକ-ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।...
ଖୋର୍ଦ୍ଧା ୨୬/୧୨ : ଲାଂଚ ନେବାବେଳେ ଧରାପଡ଼ି ଜଟଣୀ ପୋ÷ର ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଅର୍ଥ ମଂଜୁର କରିବା ପାଇଁ ସେ ୫ ହଜାର ଟଙ୍କା ଲାଂଚ...
ପୁରୀ ୨୬/୧୨ : ନୂଆବର୍ଷ ଆରମ୍ଭରେ ଅଭଡା ଦର ତାଲିକା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅଭଡା ହାଣ୍ଡିର ମୂଲ୍ୟ କେତେ ରହିବ ତାହାର ଏକ ତାଲିକା ଆନନ୍ଦବଜାରରେ ମରାଯିବ । କେବଳ ଏତିକି ନୁହେଁ,...
ଭୁବନେଶ୍ୱର ୨୬/୧୨ : ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗଁ ବୁଧବାର ଓଡ଼ିଶା ସମେତ ସାରା ଦେଶରେ ବ୍ୟାଙ୍କ ସେବା ଠପ୍ ହୋଇଯାଇଛି । ଦରମା ସଂଶୋଧନ ଦାବି ସହ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ...
ମନମୁଣ୍ଡା ୨୬/୧୨ : କେତେକ ଯୁବକ ନିଜ ମାମୁ-ମାଇଁଙ୍କୁ ମାଡ଼ମାରି ତାଙ୍କ ନାବାଳକ ପୁଅକୁ ଫିଲ୍ମ ଷ୍ଟାଇଲରେ ଅପହରଣ କରିନେଇଛନ୍ତି । ଏହି ଦମ୍ପତି ଘଣ୍ଟପଡ଼ା ଚାରଭଟ୍ଟାରୁ ମନମୁଣ୍ଡା ଯାଉଥିବାବେଳେ ବାଟରେ ତାଙ୍କ ଭଣଜା ସମେତ...
Recent Comments