ପୁରୀ ୨୬/୧୨ : ଶ୍ରୀମନ୍ଦିର ବାହାରେ ଜଣେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରଯାଇଛି । ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ବାଲେଶ୍ୱରର ପ୍ରମୋଦ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକର...
ପୁରୀ ୨୫/୧୨ : କୋଣାର୍କ ଓ ଶ୍ରୀମନ୍ଦିର ଭଳି ବିଶ୍ୱବିଖ୍ୟାତ ମନ୍ଦିରଗୁଡ଼ିକ ଉପରେ ଡ୍ରୋନ ଉଡିବା ଘଟଣାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ନିକଟରେ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡିଥିବାବେଳେ ବୁଧବାର ପୁରୀ ଶ୍ରୀମନ୍ଦିର ଉପରେ...
ଅନୁଗୁଳ ୨୬/୧୨ : ବଅଁରପାଳ ଥାନା ଗୋତମରା ନିକଟରେ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୩୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର...
ଭୁବନେଶ୍ୱର ୨୫/୧୨ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହୋଇଥିବାରୁ ତାହା ବିରୁଦ୍ଧରେ କ୍ରାଇବ୍ରାଂଚ ହାଇକୋର୍ଟ ଯିବ । ଏହି ସୂଚନା ଦେଇଛନ୍ତି କ୍ରାଇବ୍ରାଂଚର ଓକିଲ କାମଦେବ ତ୍ରିପାଠୀ...
ବ୍ରହ୍ମପୁର ୨୫/୧୨ : ଗଞ୍ଜାମ ପୋଲିସ ମଙ୍ଗଳବାର ଦୁଇଟି ଏନକାଉଣ୍ଟର କରିଛି । ଏଥିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ପୋଲିସ ପ୍ରଥମେ ଖଲିକୋଟର ଗୁଡ଼ିଢ଼େପରେ ଚଢ଼ାଉ କରିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ...
ଲକ୍ଷେ୍ନା÷ ୨୫/୧୨ : ଉତ୍ତରପ୍ରଦେଶର ସମ୍ଭଲରେ ବିଜେପିର ଜଣେ ନେତା ହଠାତ ରାଗିଯାଇ ଜଣେ ଦିବ୍ୟାଙ୍ଗଙ୍କ ପାଟିରେ ବାଡ଼ି ପୂରାଇ ଦେଇଥିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଫଟୋ ସୋସିଆଲ ମିଡ଼ିଆରେ...
ଡିବ୍ରୁଗଡ଼ ୨୫/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ବୋଗିବିଲ ବ୍ରିଜର ଲୋକାର୍ପଣ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଶ୍ରୀ ମୋଦୀ ଏହାକୁ...
ଭୁବନେଶ୍ୱର ୨୫/୧ : ‘ଜୟ ଜଗନ୍ନାଥ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଭୁତାଉଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମିଛ ପ୍ରତିଶ୍ରୁତି ଦେବାର ଅଭ୍ୟାସ...
ପୁରୀ ୨୫/୧୨ : ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି । ଏଥିରେ ସଞ୍ଜୟ ବେହେରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି...
ନୂଆଦିଲ୍ଲୀ ୨୫/୧୨ : କିଛିଦିନ ମଧ୍ୟରେ ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ । ବିମୁଦ୍ରୀକରଣ ପରେ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ସପ୍ତମ ଥର ପାଇଁ ନୂଆ ନୋଟ ବଜାରକୁ ଛଡ଼ାଯିବ । ଏହାର...
Recent Comments