କୋଲକାତା ୨୦୧/୧୨ : ବିଜେପି ପଶ୍ଚିମବଙ୍ଗରେ ରଥଯାତ୍ରା କରିପାରିବ । ଏଥିପାଇଁ କୋଲକାତା ହାଇକୋର୍ଟ ବିଜେପିକୁ ଅନୁମତି ଦେଇଛନ୍ତି । ତେବେ କେତେକ ନିର୍ଦ୍ଦିଷ୍ଟ ସର୍ତରେ ଏହି ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ପଶ୍ଚିମବଙ୍ଗରେ...
ସମ୍ବଲପୁର ୨୦/୧୨ : ସମ୍ବଲପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଗତ ବୁଧବାର ନିଆଁ ଲଗାଇ ଦିଆଯିବା ଘଟଣାର ତଦନ୍ତ ଆରମ୍ଭ କରିଛି ଧନୁପାଲି ଥାନା ପୋଲିସ । ପୋଲିସ ୧୦ ଜଣଙ୍କ ନାମରେ...
ବୋ÷ଦ୍ଧ ୨୦/୧୨ : ବୋ÷ଦ୍ଧ ସବଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀର ମୃତ୍ୟୁ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ହେବାପରେ ତାକୁ ବୋ÷ଦ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିକିତ୍ସାଧୀନ ଅବସ୍ଥାରେ...
ଆସିକା ୧୯/୧୨ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଟଙ୍କାଛାଇ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମ ସନ୍ୟାସୀ ସ୍ୱାଇଁ । ସେ ଋଣ କରି କିଛି ଜମି ଚାଷ...
ଶ୍ରୀହରିକୋଟା ୧୯/୧୨ : ଶ୍ରୀହରିକୋଟାର ସତୀଶଧାୱନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ ୪.୧୦ ମିନିଟ୍ରେ ଭାରତର ଯୋଗାଯୋଗ ଉପଗ୍ରହ ଜିସାଟ୍-୭ଏର ସଫଳ ଉତ୍କ୍ଷେପଣ କରାଯାଇଛି । ପ୍ରକ୍ଷେପଣର ୧୯ ମିନିଟ୍ ମଧ୍ୟରେ ଏହା ଅନାୟସରେ କକ୍ଷପଥରେ...
ସମ୍ବଲପୁର ୧୯/୧୨ : ସମ୍ବଲପୁର ଜେଲ୍ ରୋଡରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଆଜି କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ପୂର୍ବାହ୍ନରେ ୭-୮ଜଣ ଯୁବକ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀମାନଙ୍କ୍ୁ...
କଳାହାଣ୍ଡି ୧୯/୧୨ : କଳାକାଣ୍ଡିରେ ଜଣେ ଗୁରୁଙ୍କ ଅପକର୍ମ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ବାଳକୃଷ୍ଣ ମହାପାତ୍ର ନାମକ ଏହି ପ୍ରଧାନଶିକ୍ଷକ ଜଣକ ଜଣେ ନବମ ଶ୍ରେଣୀ ଚାତ୍ରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ...
ଯୋଡ଼ା ୧୯/୧୨ : କିଛି ଦୁର୍ବୃତ୍ତ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରିଛନ୍ତି । ଚନ୍ଦନ ମୁଣ୍ଡା ନାମକ ଏହି ବାଳକ ଜଣକ ଗତକାଲି ଦୁଇ ସାଙ୍ଗଙ୍କ ସହ ବଜାରକୁ ଯାଇଥିଲା ।...
ଭୋଗରାଇ ୧୯/୧୨ : ଭୋଗରାଇ ବ୍ଲକ୍ ଗୋପୀନାଥପୁରର ନାରଣପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମ ପୋଖରୀ ନିକଟରେ ଦୁଇଜଣ ପିଲା ଖେଳୁଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ପିଲା ଦୁଇଟିଙ୍କୁ...
ଦିଲ୍ଲୀ ୧୯/୧୨ : ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସ୍ଥାନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଏହି ଦୁର୍ନୀତିରେ...
Recent Comments