କଟକ ୧୮/୧୨ : କୋଣାର୍କ ମନ୍ଦିର ପ୍ରତି କୋ÷ଣସି ବିପଦ ନାହିଁ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପ୍ରକାଶ କରିଛି । ମଙ୍ଗଳବାର ହାଇକୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ଏଏସ୍ଆଇ ମହାନିର୍ଦ୍ଦେଶକ...
ବାଲିଗୁଡ଼ା ୧୮/୧୨ : ଗାଁ କଳିକୁ ନେଇ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ବାଲିଗୁଡ଼ା ଅଂଚଳର କାମେରୀ ଗାଁରେ । ଦୁଇ ପରିବାର...
ଝାରସୁଗୁଡ଼ା ୧୮/୧୨ : ଲାଂଚ ନେଇ ଝାରସୁଗୁଡ଼ାର ଜଣେ ମହିଳା ଡାକ୍ତର ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଂଟ୍ ଉଷାରାଣୀ ଦାଶ । ଦେବାନନ୍ଦ ବାରିକ ନାମକ...
ଭୁବନେଶ୍ୱର ୧୮/୧୨ : ସାମୂଦ୍ରିକ ଝଡ଼ ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏହା...
କୋରାପୁଟ ୧୮/୧୨ : ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ କରିବା ଦାବିରେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । ଫଳରେ ଜୟପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଆଦି...
ଭୁବନେଶ୍ୱର ୧୭/୧୨ : ଓଡ଼ିଶାର ତିତଲି କ୍ଷତିଗ୍ରସ୍ତ ଅଂଚଳ ପାଇଁ କେନ୍ଦ୍ର ସରକାର ୧୦୩ କୋଟି ୫୯ ଲକ୍ଷର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା...
ଭୁବନେଶ୍ୱର ୧୭/୧୨ : କୃଷକମାନଙ୍କୁ କେନ୍ଦ୍ର ସରକାର ଅବହେଳା କରିଚାଲିଥିବା ଅଭିଯୋଗ କରି ବିଜେଡ଼ି ଏହାର ଦୃଢ଼ ପ୍ରତିବାଦ ପାଇଁ ନିଷ୍ପତ୍ତି ନେଇଛି । କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦଳ ପକ୍ଷରୁ ଜାନୁଆରୀ ୮...
ଭୁବନେଶ୍ୱର ୧୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୁଜରାଟ ଗସ୍ତ କରି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖସୁଖ ବୁଝିଛନ୍ତି । ବିଶେଷ କରି ସୁରଟରେ ରହୁଥିବା ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟାର ଆଶୁ ପ୍ରତିକାର...
ଭୁବନେଶ୍ୱର ୧୭/୧୨ : ଏଣିକି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ଟିଟିଇମାନଙ୍କୁ ହାତରେ ଧରି କାମ କରିବା ପାଇଁ ମିନି ଟର୍ମିନାଲ ପ୍ରଦାନ କରାଯିବ । ଏହି ଟର୍ମିନାଲ ମାଧ୍ୟମରେ ଟିଟିଇମାନେ ଖାଲିଥିବା ବର୍ଥ ସମ୍ପର୍କରେ...
ଭୁବନେଶ୍ୱର ୧୭/୧୨ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ସୋମବାର ମହାବନ୍ଦ ପାଳନ କରାଯାଇଛି । ଏଥିରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାର ଲୋକ ସାମିଲ ହୋଇଥିଲେ ।...
Recent Comments