ଭୁବନେଶ୍ୱର ୧୫/୧୨ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବାକୁ ଯାଉଛି । ପେଥାଇ ନାମରେ ପରିଚିତ ଏହି ବାତ୍ୟା ଆନ୍ଧ୍ର ମୁହାଁ ହୋଇଛି । ଆଉ କେତେ ଘଂଟା ପରେ...
ଭୁବନେଶ୍ୱର ୧୫/୧୨ : ଢ଼େଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର ହୋମରେ ଯୋ÷ନ ନିର୍ଯାତନା ଅଭିଯୋଗର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଗୁଡ୍ ନ୍ୟୁଜ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ସେବାଶ୍ରମର ପରିଚାଳନା ପଦ୍ଧତି,...
କେନ୍ଦୁଝର ୧୫/୧୨ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖରେଇଟାଙ୍ଗିରି ନିକଟରେ ଏକ ଟ୍ରକ ଜଳିଯାଇଛି । ଟ୍ରକ୍ଟି କୋଲକାତାରୁ ମୁମ୍ବାଇ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ଶନିବାର ଭୋରରେ କୋ÷ଣସି କାରଣରୁ ପାଉଡର...
ଭୁବନେଶ୍ୱର ୧୫/୧୨ : ବିଧାୟକ ନବ ଦାସ କଂଗ୍ରେସ ଛାଡ଼ିବେ ନାହିଁ । ସେ ନିଜେ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ, ଛାତ୍ର ଜୀବନରୁ ସେ କଂଗ୍ରେସରେ...
ଭୁବନେଶ୍ୱର ୧୫/୧୨ : ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବିରୁଦ୍ଧରେ କଂଗ୍ରେସ ଆସନ୍ତା ୨୬ ତାରିଖରେ କଳା ଦିବସ ପାଳନ କରିବ । ସେହିଦିନ ପ୍ରତି ପଂଚାୟତ ଅଫିସ ଆଗରେ ଦଳ...
ଭୁବନେଶ୍ୱର ୧୫/୧୨ : ଗୁଡ଼ ନ୍ୟୁଜ ଇଣ୍ଡିଆର ସେଲ୍ଟର ହୋମରେ ନିର୍ଯାତନା ଅଭିଯୋଗକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କହିଛି...
କବିସୂର୍ଯ୍ୟନଗର ୧୫/୧୨ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି । ମଦ ପିଇବାବେଳେ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ହତ୍ୟା କରିଛନ୍ତି । ଖଇରାପଲ୍ଲୀ...
ଭୁବନେଶ୍ୱର ୧୫/୧୨ : ଶନିବାର ସକାଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଥିଲା । ବିମାନ ଭିତରେ ହଠାତ୍ ଏକ ୪ ବର୍ଷର ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ପାଇଲଟ...
ପୁଲୱାମା ୧୫/୧୨ : ଜାମ୍ମୁକାଶ୍ମୀରର ପୁଲୱାମା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଛି । ଏଥିରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି...
ନୂଆଦିଲ୍ଲୀ ୧୪/୧୨ : ପ୍ରଖ୍ୟାତ ଔପନ୍ୟାସିକ ଅମିତାଭ ଘୋଷ ଚଳିତ ବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହା ହେଉଛି ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଆଜି ଦିଲ୍ଲୀରେ ଅନୁଷ୍ଠିତ...
Recent Comments