ଖୋର୍ଦ୍ଧା ୧୦/୧୨ : ଖୋର୍ଦ୍ଧା ଅବକାରୀ ବିଭାଗ ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ...
ରାଇରଙ୍ଗପୁର ୧୦/୧୨ : ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରାଯାଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା...
ମୋହନା ୧୦/୧୨ : ଖିରାସିଂ ଗ୍ରାମେର ସୋମବାର ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଉକ୍ତ ଗ୍ରାମର କିରା ରଣଷଣ୍ଢ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା...
ଢ଼େଙ୍କାନାଳ ୧୦/୧୨ : ପର୍ଜଙ୍ଗ ନିକଟସ୍ଥ ଖଇରାମୁଣ୍ଡାଠାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୫ ଜଣ ଆହତ ହୋଇଛନ୍ତି । ବସଟି ବାଲେଶ୍ୱରରୁ ଢ଼େଙ୍କାନାଳ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ତାଳଚେର...
ଭୁବନେଶ୍ୱର ୯/୧୨ : ଆସନ୍ତା ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନ କାଳରେ ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓ ମହିଳାଙ୍କ ପାଇଁ ବ୍ୟବସ୍ଥାପକ ସଭାରେ...
ଶ୍ରୀନଗର ୯/୧୨ : ଶ୍ରୀନଗର ନିକଟରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନେ ସମସ୍ତେ ଲସ୍କର -ଏ-ତୋଇବାର ସଦସ୍ୟ ବୋଲି ସୂଚନା ମିଳିଛି । ଶ୍ରୀନଗର ଠାରୁ ୧୧ କିଲୋମିଟର...
ଭୁବନେଶ୍ୱର/ନୂଆଦିଲ୍ଲୀ ୯/୧୨ : ରାଜ୍ୟରେ କଂଗ୍ରେସ କନ୍ଦଳ ଏବେ ତୀବ୍ରତର ହେବାରେ ଲାଗିଛି । ଦୁଇ ତିନିଦିନ ହେଲା ଦଳର ବହୁ ତୁଙ୍ଗ ନେତାଙ୍କ ଦ୍ୱାରା ସମାଲୋଚନାର ଶରବ୍ୟ ହୋଇ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ...
ଭୁବନେଶ୍ୱର ୯/୧୨ : ରାଞ୍ôଚରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା ଦୁର୍ଭାଗ୍ୟବଶତଃ ମାତ୍ର ୩ ରନ୍ ପାଇଁ ବିଜୟରୁ ବଞ୍ôଚତ ହୋଇଛି । ଦ୍ୱିତୀୟ ଇନିଂସରେ ୨୬୦ ରନ୍ର ବିଜୟ ଲକ୍ଷ୍ୟ ଥିବାବେଳେ ଓଡ଼ିଶା...
ନୂଆଦିଲ୍ଲୀ ୯/୧୨ : କୋଟି କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର...
ନୂଆଦିଲ୍ଲୀ ୯/୧୨ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କର । ଏହା ଯଦି ହଠାତ୍ ସମ୍ଭବ ନ ହେଉଛି ତେବେ ଏଥିନେଇଏକ ଧ୍ୟାଦେଶ ଆଣ । କେନ୍ଦ୍ର ସରକାରଙ୍କ...
Recent Comments