ନୂଆଦିଲ୍ଲୀ ୫/୧୨ : ୪ଜଣ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଡ. ଦାଶରଥୀ ଦାସ, ଡ. ଗଗନେନ୍ଦ୍ର ନାଥ ଦାସ, ଡ. ପ୍ରଫୁଲ୍ଲ...
ରାଉରକେଲା ୫/୧୨ : କୁଆଁରମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେ ଡ୍ୟୁଟି ସାରି ଘରକୁ ଫେରିଲାବେଳେ ବିସ୍ରାଛକଠାରେ ତାଙ୍କା କାରଟି ଡିଭାଇଡରରେ ପିଟି...
ଭଦ୍ରକ ୫/୧୨ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ର ଡିଆରଡିଏର ଜଣେ ଅଧିକାରୀ । ସେ ହେଉଛନ୍ତି ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ...
ନୂଆପଡ଼ା ୫/୧୨ : ନୂଆପଡ଼ା ଜିଲ୍ଲାରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ବୁଧବାର ବହେଲପଡ଼ା ଅଞ୍ଚଳର ଚାଷୀମାନେ ବିଭିନ୍ନ ଦାବି ନେଇ ଖଡିଆଳ-ଭବାନୀପାଟଣା ରାସ୍ତା ଅବରୋଧ କରିଥିଲେ । ଫଳରେ ସେ ରାସ୍ତାରେ...
ବଲାଙ୍ଗିର ୫/୧୨ : ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସ୍ଥାନୀୟ ଆଇନଜୀବୀମାନେ କରିଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ôଚଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଯିବା ପାଇଁ ଗେଟ୍...
ରାଉରକେଲା ୫/୧୨ : ରାଉରକେଲା ଏନ୍ଆଇଟିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ସାମଗ୍ରୀ ଜଳିଯାଇଛି । ଏନ୍ଆଇଟିର ୱାର୍କ୍ସ ଆଣ୍ଡ ପର୍ଚେଜ୍ ଡିପାର୍ଟମେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ବହୁ କମ୍ପ୍ୟୁଟର ଓ...
ଭୁବନେଶ୍ୱର ୪/୧୨ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ୨୦ ହଜାର ୫ଶହ ୪ ଟଙ୍କା ଦାନ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ...
ଭୁବନେଶ୍ୱର ୪/୧୨ : ସମ୍ପ୍ରତି ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଓରଟେଲ୍ କମ୍ୟୁନିକେଶନର ସଙ୍କଟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପୂର୍ବରୁ ଟେଲିକମ୍ ଡିସ୍ପ୍ୟୁଟ୍ସ ସେଟେଲ୍ମେଣ୍ଟ ଆଣ୍ଡ ଆପିଲେଟ୍ ଟ୍ରିବ୍ୟୁନାଲ୍...
ନୂଆଦିଲ୍ଲୀ ୪/୧୨ : ଖୋଲୁଛି ମୋଦିଙ୍କ ମୁଖା । ବିମୁଦ୍ରାୟନ ଫଳରେ କଳାଟଙ୍କାର ମୂଳଉତ୍ପାଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବାହସ୍ଫୋଟ ମାରୁଥିଲେ ତାହା ଦେଶ ପାଇଁ କେତେ ମାରାତ୍ମକ ଥିଲା ସେହି...
ଭୁବନେଶ୍ୱର ୪/୧୨ : ସରକାର ଗତକାଲି ଠାରୁ ରାଜ୍ୟରେ ପିଠା (ପିପୁଲ୍ସ ଏମ୍ପାୱାର୍ମେଣ୍ଟ ଏନେବିଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉ ବିଲିଟି ଅଫ୍ ଓଡ଼ିଶା ଇନ୍ସିଏଟିଭସ୍) କାର୍ଯ୍ୟକାରୀ କରୁକରୁ ଆଜି ତାହାର ସମୀକ୍ଷା କରି ୩ ମାସ...
Recent Comments