ଭୁବନେଶ୍ୱର ୪/୧୨ : ମଧ୍ୟାହ୍ନ ଭୋଜନ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସୁପ୍ରିମ୍କୋର୍ଟ ମଙ୍ଗଳବାର ଓଡ଼ିଶା ସମତେ ୬ଟି ରାଜ୍ୟକୁ ଜୋରିମାନା କରିଛନ୍ତି । ତେବେ ଓଡ଼ିଶା, ଆନ୍ଧ୍ର, ଅରୁଣାଚଳପ୍ରଦେଶ, ମେଘାଳୟ ଓ ଜମ୍ମୁକାଶ୍ମୀର ଉପରେ ୧...
ପୁରୀ ୪/୧୨ : ମଙ୍ଗଳବାର ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପହିଲି ଭୋଗ ନେଇ ସବ୍କମିଟି ନିଷ୍ପତି ନେଇଥିବାବେଳେ ଦର୍ଶନୀ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବିଚାର କରିବା ଦାୟିତ୍ୱ...
କେନ୍ଦୁଝର ୪/୧୨ : କେନ୍ଦୁଝର ଜିଲ୍ଲା ସଦର ହସ୍ପିଟାଲରେ ଚିକିତ୍ସା ଅବହେଳା ନେଇ ଗୁରୁତର ଅଭିଯୋଗ ହୋଇଛି । ଡାକ୍ତର ଚିକିତ୍ସା ନ କରିବାରୁ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଛନ୍ତି ବୋଲି ତାଙ୍କ ପରିବାର...
ବଲାଙ୍ଗିର ୪/୧୨ : ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଦିନ ବଲାଙ୍ଗିର ବନ୍ଦ କରାଯାଇଥିବାବେଳେ ମଙ୍ଗଳବାର ସ୍ଥାନୀୟ ଓକିଲ ଓ ଅନ୍ୟ କେତେକ ସଂଗଠନର କର୍ମକର୍ତ୍ତା ଅଦାଲତ ଓ ଜିଲ୍ଲାପାଳଙ୍କ...
ଭୁବନେଶ୍ୱର ୪/୧୨ : ଜୋରିମାନା ପଇଠ କରିନଥିବାରୁ ରାଜ୍ୟରେ ୬ଟି ଖଣିର ଲିଜ୍ ବାତିଲ୍ କରାଯାଇଛି । ଅବଶିଷ୍ଟ ୨୫ଟି ଖଣି ଜୋରିମାନା ଆଦାୟ ଉପରେ ରହିତାଦେଶ ଆଣିଥିବାରୁ ସେମାନଙ୍କୁ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ଢ଼େଙ୍କାନାଳ ୪/୧୨ : ଗୁଡ଼୍ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ ଫୟାଜ ରହମନ ଓରଫ ଡାଡିକୁ ଢ଼େଙ୍କାନାଳ ପୋଲିସ ଦୁଇଦିନିଆ ରିମାଣ୍ଡରେ ନେଇଛି । ୩ ଦିନ ରିମାଣ୍ଡରେ ନେବାପାଇଁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିବାବେଳେ ସ୍ୱତନ୍ତ୍ର...
ଯାଜପୁର ୪/୧୨ : ଯାଜପୁରସ୍ଥିତ ଖଣି ଉପ-ନିର୍ଦ୍ଦେଶାଳୟର ବରିଷ୍ଠ କିରାଣୀ ଚିନ୍ମୟ ବେହୁରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କାଳିଆପାଣି, ଯାଜପୁର ଓ କଟକ ଜିଲ୍ଲାରେ ଥିବା ତାଙ୍କ ନିଜ ଘର, ଶ୍ୱଶୁର ଘର ଓ...
ନୂଆଦିଲ୍ଲୀ ୩/୧୨ : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ବ୍ୟାରେଜ୍ ନେଇ ଓଡ଼ିଶା ସରକାର କରିଥିବା ଅଭିଯୋଗକୁ ଫାଙ୍କି ଦେଇଛି ଛତିଶଗଡ଼ । ସୋମବାର ମହାନଦୀ ଟ୍ରିବ୍ୟୁନାଲ୍ରେ ଏହାର ଶୁଣାଣି ବେଳେ ଛତିଶଗଡ଼ କହିଛି ଯେ,...
ନୂଆଦିଲ୍ଲୀ ୩/୧୨ : ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି ପାଇଁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି । ରହିତାଦେଶ ଜାରି ଲାଗି ଓଡ଼ିଶା ସରକାର କରିଥିବା ଆବେଦନ ଉପରେ ସୋମବାର ଏକ...
ଭୁବନେଶ୍ୱର ୩/୧୨ : ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ପ୍ରସାରଣ କରାଯିବ । ସୋମବାର ରାଜ୍ୟ ସରକାର ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି...
Recent Comments