କେନ୍ଦ୍ରାପଡ଼ା ୩/୧୨ : ମାର୍ଶାଘାଇ ଅଂଚଳର ବାଲିସୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଯୋ÷ତୁକ ଦାବିରେ ବୋହୂକୁ ଶାଶୁ ଓ ୩ ନଣନ୍ଦ ନିଆଁ ଲଗାଇ ହତ୍ୟା କରିଛନ୍ତି । ଶାଶୁ ଓ...
ନୂଆଦିଲ୍ଲୀ ୩/୧୨ : ପୋଲିସ ବିରୁଦ୍ଧରେ ଶ୍ରୀ ଜଗନ୍ନାଥ ସେନା କରିଥିବା ଏକ ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ ହୋଇଯାଇଛି । ପୁରୀରେ ବନ୍ଦ ପାଳନ ବେଳେ ପୋଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି...
ପୁରୀ ୩/୧୨ : ଶ୍ରୀମନ୍ଦିରର ନୂଆ ନୀତି ପ୍ରଶାସକ ରୂପେ ବିଶ୍ୱଜିତ୍ ବିଶ୍ୱାଳ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୋମବାର ସେ ବିଦାୟୀ ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।...
ପୁରୀ ୩/୧୨ : ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ମନିଷା କୋଇରାଲା ସୋମବାର ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ନିରାପତା ମଧ୍ୟରେ ସେ ସିଂହଦ୍ୱାରରେ ପହଂଚିବା ପରେ ମନ୍ଦିର ଭିତରକୁ ଯାଇଥିଲେ । ସେ ଆଜି...
ଝାରସୁଗୁଡ଼ା ୩/୧୨ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଗ୍ରାମରେ ସୋମବାର ସକାଳେ ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମର ସଜାଡ଼ୁଥିବାବେଳେ ଜିଅନ୍ତା ଜଳି ଯାଇଛନ୍ତି । ସେ ଫ୍ୟୁଜ୍ ପକାଉଥିବାବେଳେ ଲାଇନ୍ ଚାର୍ଜ କରାଯାଇଥିଲା । ଏହି...
ବାରିପଦା ୩/୧୨ : ବେତନଟି ଅଂଚଳର ଖିରିପଦା ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍କୁଲ ଭିତରେ ପଶି ପ୍ରଧାନ ଶିକ୍ଷକ ଓ ପିଅନକୁ ନିସ୍ତୁକ...
ମାଲକାନଗିରି ୩/୧୨ : କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଗତ ରବିବାର ଠାରୁ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ପାଳନ ଚାଲିଥିବାବେଳେ ସଂଗଠନର ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏହି ମାଓବାଦୀ...
ଢ଼େଙ୍କାନାଳ ୨/୧୨ : ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟି ପକ୍ଷରୁ ରବିବାର ଢ଼େଙ୍କାନାଳ ବେଲଟିକିରିସ୍ଥିତ ଗୁଡ଼୍ ନିଉଜ୍ ଇଣ୍ଡିଆ ଡ୍ରିମ୍ସ ସେଂଟରର ସେଲ୍ଟର ହୋମ୍କୁ ସିଲ୍ କରିଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ...
ଜଟଣୀ ୨/୧୨ : ଜଟଣୀର ସବ୍ ରେଜିଷ୍ଟାର ଅଫିସ ଛକରେ ରବୀନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ତାଙ୍କ ଘର ପୁରୀ ଜିଲ୍ଲା ହେଲାଙ୍ଗ ଅନ୍ତର୍ଗତ ନିମବସନ୍ତପୁରରେ । ସେ ହରିରାଜପୁରର...
ଭୁବନେଶ୍ୱର ୨/୧୨ : ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଜେଲରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ପୋଲିସ ତାଙ୍କୁ ଝାରପଡ଼ା ଜେଲ୍ରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ତାଙ୍କ ପେଟରେ ଯନ୍ତ୍ରଣା...
Recent Comments