ଭୁବନେଶ୍ୱର ୩୧/୫ : ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପ୍ରତାପ ଷଢ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ...
ନୂଆଦିଲ୍ଲୀ ୩୧/୫ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମିଳିଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ...
ନୂଆଦିଲ୍ଲୀ ୩୧/୫ : ଶପଥ ଗ୍ରହଣ କରିବା ପରେ ପରେ ହିଁ ମୋଦି କାମରେ ଲାଗିଯାଇଛନ୍ତି । ଗତକାଲି ରାତି ସମୟରେ କି କିର୍ଜିସ୍ତାନ ରାଷ୍ଟ୍ରପତି ସୋନରବାୟ ଜେନେବକୋବଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।...
କାଠମାଣ୍ଡୁ ୩୧/୫ : ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀରକୁ କାଠମାଣ୍ଡୁ ଅଣାଯାଇଛି । ଉଦ୍ଧାରକାରୀ ସେର୍ପା ଦଳ ତାଙ୍କ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଛି । ଏବେ ଏହାକୁ...
ଗୁଜୁରାଟ ୩୦/୫ : ଗୁଜରାଟରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ । ଗୁଜୁରାଟର କଚ୍ଛ ବୋର୍ଡର ଠାରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । କିନ୍ତୁ ଏହି ଦୁଇ ପାକିସ୍ତାନୀଙ୍କ...
ନୂଆଦିଲ୍ଲୀ ୩୦/୫ : ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ୮ ହଜାର ଅତିଥିଙ୍କ ମଧ୍ୟରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶପଥଗ୍ରହଣ...
କଳାହାଣ୍ଡି ୩୦/୫ : କଳାହାଣ୍ଡି ଜିଲ୍ଲାରେ ଆଜି ଜଣେ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ତେରେଲୋ ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ...
ଭୁବନେଶ୍ୱର ୩୦/୫ : ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ । ବିଧାନସଭାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି । ଶପଥ ପାଠ...
ଭୁବନେଶ୍ୱର ୩୦/୫ : ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଦାମ ମାରାଣ୍ଡି। ସେ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଏହା ବେଶ୍ ଆଲୋଚନାର ବିଷୟ ହୋଇଥିଲା। ରଣେନ୍ଦ୍ର ପ୍ରତାପ ସ୍ୱାଇଁ...
ଭୁବନେଶ୍ୱର ୩୦/୫ : ନନ୍ଦନକାନରେ ଏକମାତ୍ର ଓରାଙ୍ଗଉଟାନର ବିନିର ମୃତ୍ୟୁ । ଶ୍ୱାସନଳୀ ସଂକ୍ରମଣ ଓ ବୟସାଧିକ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେମିତି ହେଲା ମୃତ୍ୟୁ ସେନେଇ ନନ୍ଦନକାନନ କତୃପକ୍ଷଙ୍କ ପକ୍ଷରୁ...
Recent Comments