ଭୁବନେଶ୍ୱର ୨୯/୫ : ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା,...
ପାରାଦୀପ ୨୮/୫ : ୨୪ ଘଂଟା ଭିତରେ ପୂର୍ବରୁ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଗୋଟିଏ...
ଉତ୍ତରପ୍ରଦେଶ ୨୮/୫ : ଉତ୍ତରପ୍ରଦେଶର ରାମନଗର ଥାନା ଅନ୍ତର୍ଗତ ଅଂଚଳରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିରେ କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।...
ପୁଂଛ ୨୮/୫ : କାଶ୍ମୀରରେ ପାଖାପାଖି ୨୭୫ ଆତଙ୍କବାଦୀ ଏବେବି ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୦୦ରୁ ୧୨୦ ଜଣ ବିଦେଶୀ ଅଛନ୍ତି । ଆତଙ୍କବାଦୀ ଜାକିର ମୂସାର ମୃତ୍ୟୁ ପରେ କାଶ୍ମୀରରେ ତାହା ଦ୍ୱାରା...
ଶ୍ରୀନଗର ୨୮/୫ : କାଶ୍ମୀରରେ କୋକରନାଗରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ଏହି ଏନକାଉଂଟରରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ସୂଚନାଯୋଗ୍ୟ,...
ଭୁବନେଶ୍ୱର ୨୮/୫ : ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ସମୟରେ ପ୍ରଶ୍ନ ଥିଲା, ପୂର୍ବରୁ ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲା । ଏବେ ଆଂଚଳିକ ଦଳ ସହ ବିଜେପିର...
ଝାଡ଼ଖଣ୍ଡ ୨୮/୫ : ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ହେଲିକପ୍ଟର୍ ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ...
ଭୁବନେଶ୍ୱର ୨୭/୫ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ଲଗାତର ଭାବେ ୪୦ଡିଗ୍ରି ଉପରେ ରହୁଥିବାବେଳେ ୫ରୁ ଅଧିକ ସହରରେ ପାରଦ ଗତ ତିନି ସପ୍ତାହ ହେଲା ୪୨ରୁ ୪୬...
ପୁରୀ ୨୮/୫ : ରଥଯାତ୍ରା ମାସକ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ବୈଠକ ପରେ ଡିଜିପି କହିଛନ୍ତି କି, ବାତ୍ୟା ଫୋନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ...
ବିହାର ୨୮/୫ : ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଉପସ୍ଥାପନ କରିଥିଲେ । ରାହୁଲଙ୍କ ଏହି ନିଷ୍ପତ୍ତିକୁ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଆତ୍ମଘାତୀ...
Recent Comments