ଭୁବନେଶ୍ୱର ୧୯/୩ : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏହି ପର୍ୟ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନରେ ଆସୁଥିବା ମୋଟ ୧୯ଟି ବିଧାନସଭା ଆସନରେ ସକାଳ ୭ଟାରୁ...
ମଧ୍ୟପ୍ରଦେଶ ୧୯/୩ : ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ ଖୁଡିଙ୍କୁ ମଧ୍ୟ ଅଭିଯୁକ୍ତ...
ଭୁବନେଶ୍ୱର ୧୯/୩ : ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ। ନିର୍ବାଚନ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନରେ ଭୋଟ କିଣିବାକୁ ଟଙ୍କାବଣ୍ଟା ହେବା କିଛି ବିଚିତ୍ର...
କଳାହାଣ୍ଡି ୧୯/୩ : ବେଦାନ୍ତ ଆଲୁମିନା ପରିସରରେ ଉତ୍ତେଜନା ଥମି ଯାଇଛି। ତେବେ ଏହି ଘଟଣାକୁ ନେଇ ଏସ୍ପିଙ୍କ ମଧ୍ୟସ୍ଥତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇ ଆଜି ଆପୋଷ ସମାଧନ ହୋଇଛି।...
କଟକ ୧୯/୩ : ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଭିଯୁକ୍ତ ଜଗତସିଂହପୁରର ମୁରଲି କୁମାର ସ୍ୱାଇଁଙ୍କ ପୁଅ ମନୁଆ ଓରଫ ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ମନୁଆର ବାମ...
ଭୁବନେଶ୍ୱର ୧୯/୩ : ପ୍ରାର୍ଥୀ ତାଲିକା ନେଇ ତାରାଙ୍କ ବିରୋଧ ପରେ ଏବେ କଂଗ୍ରେସ ଛାଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ସାଧୁ ନେପାକ । ଟିକେଟ ନମିଳିବାରୁ ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କରିଛନ୍ତି ।...
ଭୁବନେଶ୍ୱର ୧୯/୩ : ଗତକାଲି ବିଳମ୍ବିତ ରାତିରେ ପ୍ରଥମ ପର୍ୟ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର ୩୬ ଆସନ ଲାଗି ଅଖିଳ ଭାରତ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ...
ଭୁବନେଶ୍ୱର ୧୮/୩ : ୨୦୧୯ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଦ୍ୱିତୀୟ ପର୍ୟ୍ୟାୟ ଏପ୍ରିଲ ୧୮ ତାରିଖରେ ହେବାକୁଥିବା ନିର୍ବାଚନରେ...
ୟୁପି ୧୮/୩ : ୟୁପିରେ ମହାମେଂଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନଓହ୍ଲାଇବା ପାଇଁ ନିଆଯାଇଥିବା ନିଷ୍ପତି ଉତରରେ କଂଗ୍ରେସ ରାଜ୍ୟର ୭ଟି ଆସନରେ ପ୍ରାର୍ଥୀ ନଓହ୍ଲାଇବା ପାଇଁ ଘୋଷଣା କରିଥିଲା ।...
ମାଲକାନଗିରି ୧୮/୩ : ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୩କିମି ପାଦରେ ଚାଲିଚାଲି ଯାଉଥିବା ବେଳେ ବାଲିମେଳା ହାଇସ୍କୁଲର ୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।...
Recent Comments