Business

ଅଦାନୀ ପାୱାର ଲିମିଟେଡ ଦ୍ଵାରା ଓପିଜିସିର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ ସିସିଆଇ ମଞ୍ଜୁରି

Published

on

ନୂଆଦିଲ୍ଲୀ: ଅଦାନୀ ପାୱାର ଲିମିଟେଡ (ଏପିଏଲ) ଦ୍ଵାରା ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ପ୍ରସ୍ତାବିତ ୪୯ ପ୍ରତିଶତ ଇକ୍ୟୁଟି ସେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି । ଏପିଏଲ ଅଦାନୀ ଗ୍ରୁପର ଏକ କମ୍ପାନୀ, ଏହାର ସେୟାର ଉଭୟ ବମ୍ବେ ଓ ନେସନାଲ ଷ୍ଟକ ଏକ୍ସଚେଞ୍ଜରେ ରହିଛି । ଏପିଏଲ ମୁଖ୍ୟତଃ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଅଛି ।
ଓପିଜିସି ଓଡିଶା ସରକାରଙ୍କର ଏକ ସାର୍ବଜନୀନ କମ୍ପାନୀ ଯାହାକି ଓଡିଶା ସରକାର, ଏଇଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ଏଇଏସ ଓପିଜିସି ହୋଲଡିଙ୍ଗର ମିଳିତ ଉଦ୍ୟୋଗ । ଓପିଜିସି ମଧ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ।

Leave a Reply

Your email address will not be published. Required fields are marked *

Trending

Exit mobile version