ରାଜ୍ୟ

ଅଦାଲତରେ ଓକିଲ ପକାଇଲେ ତାଲା

Published

on

ରାଉରକେଲା ୮/୧୨ : ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କରି ଶନିବାର ସ୍ଥାନୀୟ ଆଇନ୍ଜୀବୀମାନେ ଲୋକ ଅଦାଲତକୁ ବର୍ଜନ କରିଛନ୍ତି । ଜିଲ୍ଲା ଦୋ÷ରା ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହେବାର ଥିଲା । ତେବେ ଆନ୍ଦୋଳନକାରୀମାନେ ଅଦାଲତରେ ତାଲା ପକାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version