ରାଜ୍ୟ

ଅନଲାଇନରେ ହେବ ଓଟିଇଟି ପରୀକ୍ଷା

Published

on

କଟକ ୧/୨ : ଏଣିକି ଅନଲାଇନରେ ଓଟିଇଟି ପରୀକ୍ଷା ହେବ । ପୂର୍ବରୁ ଓଟିଇଟି ପରୀକ୍ଷାରେ ଅନେକ ବିଭ୍ରାଟ ସୃଷ୍ଟି ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଓଟିଇଟି ପରୀକ୍ଷା ବେଳେ ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବେ କ୍ରାଇମବ୍ରାଂଚ ଏହି ପ୍ରଶ୍ନପତ୍ର ଲିକ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version