ବରଗଡ଼ ୯/୧୨ : ବରଗଡ଼ର ଅତାବିରା ଅଞ୍ଚଳରେ ଏକ ବଡ଼ ଧରଣର ଅନ୍ଲାଇନ୍ ଠକେଇ ହୋଇଛି । ଜଣେ ବ୍ୟକ୍ତି ବିଦେଶ ଗସ୍ତରୁ ଫେରିବା ପରେ ତାଙ୍ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ଅତାବିରା ଥାନାରେ ଏତଲା ଦେବାପରେ ପୋଲିସ ଏହି ମାମଲାକୁ ସାଇବର ସେଲ୍କୁ ହସ୍ତାନ୍ତର କରିଛି ।