ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରଫୁଲ୍ଲ କୁମାର ରାଉତଙ୍କୁ ରାଜ୍ୟ ସରକାର ପୁନର୍ନିଯୁକ୍ତି ଦେଇଛନ୍ତି।
ଅର୍ଥ ବିଭାଗର ସ୍ୱଳ୍ପ ସଞ୍ଚୟ ଯୋଜନା ନିର୍ଦ୍ଦେଶକ ରାଉତ ଗତ ମାର୍ଚ୍ଚ ମାସରେ ଅଵସର ଗ୍ରହଣ କରିଥିଲେ।
ରାଜ୍ୟ ସରକାର ତାଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଶାସନ ପଦରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଭାବେ ଏକ ବର୍ଷ ପାଇଁ ପୁନର୍ନିଯୁକ୍ତି ମେ ୧ ତାରିଖରୁ ଦେଇଛନ୍ତି।