ଅପରାଧ

ଅଭିନେତ୍ରୀଙ୍କୁ ମାରି ପୋଲତଳେ ଫିଙ୍ଗିଦେଲେ

Published

on

ବୁର୍ଲ୍ଲା ୩/୧ : ରାଜ୍ୟର ଜଣେ ଆଲବମ ଅଭିନେତ୍ରୀଙ୍କୁ ହତ୍ୟା କରାଯାଇଛି । ଗୁରୁବାର ସକାଳେ ବୁର୍ଲା ଗୋଇରା ମଠ ନିଟକସ୍ଥ ମହାନଦୀ ପୋଲତଳୁ ତାଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କ ମୁହଁ ଓ ଶରୀରର ବିଭନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ମାରି ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହ ିଅଭିନେତ୍ରୀ ଜଣକ ହେଲେ ସିମ୍ରନ ସିଂ । ସେ କିଛିଦିନ ତଳେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ୱାମୀ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସିମ୍ରନଙ୍କ ମା’ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version