ଦେଶ ବିଦେଶ

ଅମିତ ଶାହା, ରାଜନାଥ ସିଂ ଟେକ ସାଭି ମନ୍ତ୍ରୀ

Published

on

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନିଜକୁ ଟେକ ସାଭି ମନ୍ତ୍ରୀଭାବେ ପରିଚୟ ଦେଇଛନ୍ତି।
ସୋସିଆଲ ମିଡିଆ ଟ୍ଵିର୍ଟର ଏକ ନୂଆ ସାଇଟ -ଫ୍ଲିଟ-ଗତ ମଙ୍ଗଳବାର ଶୁଭାରମ୍ଭ କରିଥିଲା । ବାର୍ତ୍ତା ଟ୍ୱିଟ କରିବାର ମାତ୍ର ୨୪ ଘଣ୍ଟା ଭିତରେ ବାର୍ତା ଉଭେଇ ଯାଉଥିବା ଏହି ସେବା ବ୍ୟବହାରକାରୀ ପ୍ରଥମ କିଛି ବ୍ୟକ୍ତିଙ୍କ ମଧ୍ୟରେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଥିଲେ।
ଶାହା ତାଙ୍କର ପଶ୍ଚିମବଙ୍ଗ ଭର୍ଟୁଆଲ ରାଲ୍ଲୀ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ରାଜନାଥ ସିଂହ ସୈନିକମାନଙ୍କ ନିଜର ଏକ ଫୋଟୋ ସେର କରିବାସହ କହିଛନ୍ତି,ମୋର ପ୍ରଥମ ଫ୍ଲିଟ ଭାରତୀୟ ସେନା ବାହିନୀ ପାଇଁ ଉସର୍ଗ। ସେନାର ସାହସ,ବୀରତ୍ୱ ଓ ଅଦମ୍ୟ ମାନବଳର କୌଣସି ପଟ୍ଟାନ୍ତର ନାହିଁ ବୋଲି ସେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version