ଅମୃତସର ଟ୍ରେନ ଦୁର୍ଘଟଣା ପରେ ରେଲୱେ ପ୍ରଶାସନ କହିଲା କି ଯେଉଁଠି ଦୁର୍ଘଟଣା ଘଟିଛି, ସେଠି ଟର୍ଣ୍ଣିଂ ପଏଣ୍ଟ ଥିଲା, ସେଥିପାଇଁ ପାଇଲଟ୍ ଟ୍ରାକ ଉପରେ ଲୋକମାନେ ଥିଲେ ବୋଲି ଜାଣିପାରିଲା ନାହିଁ ।
ରେଲୱେ ପ୍ରଶାସନ ସଦାସର୍ବଦା ମିଥ୍ୟା କଥା କହି ଦୁର୍ଘଟଣାରୁ ନିଜକୁ ଦୂରେଇ ରଖୁଛି । ରେଲୱେ ପ୍ରଶାସନ କହୁଛି କି, ଯେଉଁ ଟ୍ରାକ ଦେଇ ଡିଏମୟୁ ଟ୍ରେନ ଯାଉଥିଲା ସେହିଠାରେ ଟର୍ଣ୍ଣିଂ ପଏଣ୍ଟ ଥିଲା । ଯାହା ଫଳରେ ପାଇଲଟକୁ ଟ୍ରାକ ଉପରେ ଲୋକମାନେ ଥିବାର ଦେଖାଗଲା ନାହିଁ । ସେଥିପାଇଁ ଦୁର୍ଘଟଣା ଘଟିଗଲା ।
<p style=”text-align: right;”><em><strong>@ranjankujena</strong></em></p>
<em><span style=”color: #ff0000;”>ରେଲୱେ ପ୍ରଶାସନ ମିଛ କହୁଛି କି ସତ ? ଅଧିକ ଖବର ଜାଣିବା ପାଇଁ ଟ୍ୱିଟର, ଫେସବୁକ ଏବଂ ୟୁଟ୍ୟୁବରେ ଲାଇଭ ଓଡ଼ିଶା ପେଜ୍ ସହ ଯୋଡି ହୁଅନ୍ତୁ ।</span></em>