ରାଜ୍ୟ

ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା !

Published

on

କଟକ ୧୦/୧୨ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋଲଣପୁର ଗାଁର ସୁମନ୍ତ ମଲ୍ଲିକ ନାମକ ଏହି ଚାଷୀ ଜଣକ ଗତକାଲି ରାତିରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ପ୍ରାଇଭେଟ ଫାଇନାନ୍ସ ଓ ହାତ ଉଦ୍ଧାରୀ କରି କିଛି ଟଙ୍କା ଆଣିଥିଲେ । ତେବେ ମହାଜନଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ସେ ଟଙ୍କା ଶୁଝି ପାରିନଥିବାରୁ ଚିନ୍ତାରେ ଥିଲେ । ସେହି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version