ଭୁବନେଶ୍ୱର: ଆଗାମୀ ନୂଆବର୍ଷରେ। କରୋନାର ପ୍ରଭାବ ଅଧିକ ହେବବୋଲି ଜ୍ୟୋତିଷମନେ ଗଣନା କରି ଭବିଷ୍ୟ ବାଣୀ କରିଛନ୍ତି।
ଆଗାମୀ ବର୍ଷ ଜାନୁଆରୀ ୧୪ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶକୁ କାଳସର୍ପ ଯୋଗ ରହିଛି। ଏହାର ପ୍ରଭାବରେ ନୂଆ ପ୍ରକାରର କରୋନା ଭାଇରସ ଦେଖାଦେବ। କରୋନା କେଶ ସଂଖ୍ୟା ବଢିବ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। କିଛି ରାଜନୈତିକ ନେତା ଓ ଚଳଚ୍ଚିତ୍ର ଅଭିନେତାଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ଏହି ସମୟରେ ଚାଷୀ ଆନ୍ଦୋଳନ ପୁଣି ଫେରିବ। ଦୈବୀ ଦୁର୍ବିପାକ ମଧ୍ୟ ଆସିପରେ ବୋଲି ଜ୍ୟୋତିଷମନେ ଗଣନା କରି କହିଛନ୍ତି।