ଦେଶ ବିଦେଶ

ଆଜିଠୁ ଲାଗୁହେଲା ନୂଆ ଡିଟିଏଚ ନିୟମ

Published

on

ନୂଆଦିଲ୍ଲୀ ୧/୨ : ଟ୍ରାଇ ଦ୍ୱାରା ଜାରି ନୂଆ ଡିଟିଏଚ ନିୟମ ଆଜିଠାରୁ ଲାଗୁ ହୋଇଛି । ନୂଆ ନିୟମ ଅନୁଯାୟୀ ଦର୍ଶକ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ଚ୍ୟାନେଲର ଦେୟ ହିଁ ପୈଠ କରିବେ । ଏଥିପାଇଁ ଦର୍ଶକ ନିଜ ମନପସନ୍ଦର କେଉଁ କେଉଁ ଚ୍ୟାନେଲ ଦେଖିବେ ତାହା ସ୍ଥିର କରି ଜଣାଇଲେ ସେହି ଅନୁଯାୟୀ ସେମାନଙ୍କୁ ସେ ସବୁ ଚ୍ୟାନେଲ ଦେଖିବାର ସୁଯୋଗ ମିଳିବ । ଦର୍ଶକ ନିଜ ଡିଟିଏଚ କମ୍ପାନୀର ୱେବ ପୋଟାଲରେ ଲଗଇନ କରି ଚ୍ୟାନେଲ ଚୟନ କରିପାରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version