ରାଜ୍ୟ

ଆଜି ଓଡିଶା ଛୁଇଁଛି ମୌସୁମୀ

Published

on

ମ୍ପ଼ୁପ୍ତ଼ଜ୍ଜତ୍ସ୍ନ଼ସ୍ତମ୍ବଷ୍ଫ଼ ୨୧/୬ : ଆଜି ଓଡିଶା ଛୁଇଁଛି ମୌସୁମୀ । ୭୨ ଘଣ୍ଟାରେ ମୌସୁମୀ ବାୟୁ ସାରା ଓଡିଶାକୁ ଆଚ୍ଛାଦିତ କରିବ । ଆସନ୍ତା ୧୨ ଘଂଟା ଭିତରେ ଦକ୍ଷିଣ ଓଡିଶାରେ ସକ୍ରିୟ ହେବ ମୌସୁମୀ । ପ୍ରାଥମିକ ପର‌୍ୟ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡିଶାକୁ ମୌସୁମୀ ବ୍ୟାପି ଯିବ । ୨୩ ତାରିଖ ପର‌୍ୟ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version