ରାଜ୍ୟ

ଆଠଗଡ଼ରେ ହାତୀ ମୃତ୍ୟୁ

Published

on

ଆଠଗଡ଼ ୧୨/୧୨ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ରାଜନଗର ସଦରତଇଲା ଅଂଚଳରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ତା ଶରୀରର କେତେକ ସ୍ଥାନରୁ ରକ୍ତ ବାହାରି ଶୁଖି ଯାଇଛି । ଏହା ଏକ ମାଇ ହାତୀ ଏବଂ ତା’ର ବୟସ ୭ ବର୍ଷ ବୋଲି ବନ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version