ରାଜନୀତି

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୭ଟି ଜିଲ୍ଲା ପାଇଁ ୫୦ କୋଟି

Published

on

ଭୁବନେଶ୍ୱର ୨୮/୧୨ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୮ଟି ବ୍ଲକ୍ ଲାଗି ୪୯ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ବ୍ଲକ୍ଗୁଡ଼ିକ ହେଲା ଭଦ୍ରକ ଜିଲ୍ଲାର ଧାମନଗର, ଜଗତସିଂହପୁରର କୁଜଙ୍ଗ, କେନ୍ଦୁଝରର ତେଲକୋଇ, କଟକର କଟକ ସଦର, ଗଞ୍ଜାମର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଖୋର୍ଦ୍ଧାର ବାଣପୁର ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ।

Leave a Reply

Your email address will not be published. Required fields are marked *

Trending

Exit mobile version