ଦେଶ ବିଦେଶ

ଆସନ୍ତା ପହିଲାରେ କେନ୍ଦ୍ର ବଜେଟ

Published

on

ନୂଆଦିଲ୍ଲୀ ୯/୧ : ଆସନ୍ତା ମାସ ପହିଲାରେ ସଂସଦରେ ୨୦୧୯-୨୦ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରାଯିବ । ସଂସଦୀୟ ବ୍ୟାପାର କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୩୧ ତାରିଖରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖରେ ଶେଷ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version