ପରିବେଶ

ଆହୁରି ୨୪ ଘଣ୍ଟା ଶୀତ ଲହରୀ

Published

on

ଭୁବନେଶ୍ୱର ୩୧/୧ : ରାଜ୍ୟର ଅଧିକାଂଶ ସ୍ଥାନରେ ଆହୁରି ଦୁଇଦିନ ଶୀତ ପ୍ରବାହ ଜାରି ରହିବ । ଶନିବାର ଠାରୁ ଧୀରେ ଧୀରେ ତାପମାତ୍ର ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୀତ ଲହରୀ ଯୋଗୁ ଗତ ବୁଧବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୧୨ଂ ସେଲସିୟସ ତଳକୁ ଖସି ଆସିଥିଲା । ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ରହିଛି ୬ଂ ସେଲସିୟସ ।

Leave a Reply

Your email address will not be published. Required fields are marked *

Trending

Exit mobile version