ଦେଶ ବିଦେଶ

ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲ

Published

on

ନୂଆଦିଲ୍ଲୀ ୧୦/୧୨ : ବିଭିନ୍ନ କାରଣରୁ ସରକାରଙ୍କ ସହ ବିବାଦ ଘନାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣର ପଦରୁ ଉର୍ଜିତ୍ ପଟେଲ ଆଜି ଇସ୍ତଫା ଦେଇଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡୁଥିବା ତାଙ୍କ ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କର ସ୍ୱାୟତତା ଓ ଅନ୍ୟ କେତେକ ପ୍ରସଙ୍ଗ ନେଇ ସରକାରଙ୍କ ସହ ତାଙ୍କର ମତ ଭେଦ ହୋଇଥିଲା । ଏହା ଦିନକୁ ଦିନ ତୀବ୍ର ହେବାରୁ ସେ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version