ଦେଶ ବିଦେଶ

ଇସ୍ରୋର ବଡ ଯୋଜନା : ଆହୁରି ୫ ଟି ମିଲିଟାରୀ ସାଟେଲାଇଟ୍ ମହାକାଶକୁ ପଠାଇବ

Published

on

ନୂଆଦିଲ୍ଲୀ ୪/୪ : ଚଳିତ ବର୍ଷ ଇସ୍ରୋ ଆହୁରି ୫ ଟି ମିଲିଟାରୀ ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯୋଜନା କରିଛି। ମହାକାଶରେ ଭାରତ ତାର ଗବେଷଣା ପାଇଁ ଆବଶ୍ୟକ ଉପଗ୍ରହ ସଂଖ୍ୟା ବଢାଇବାକୁ ଏପରି ଯୋଜନା କରିଛି । ମହାକାଶରେ ଏହି ସାଟେଲାଇଟ୍ ଗୁଡିକ ସର୍ଭିଲେନ୍ସ କ୍ଷେତ୍ରରେ କାମ କରି ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବ । ୫ଟି ସାଟେଲାଇଟ୍ ମଧ୍ୟରୁ ୪ଟି ରିସାଟ୍ ସିରିଜର ନୂଆ ସାଟେଲାଇଟ୍ ଓ ଗୋଟିଏ କାଟ୍ରୋସାଟ୍ ସାଟେଲାଇଟ୍ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version