ରାଜ୍ୟ

ଋଣ ବୋଝ ସହିନପାରି ବ୍ୟବସାୟୀଙ୍କ ଆତ୍ମହତ୍ୟା

Published

on

ସୋର ୮/୧ : ସିମୁଳିଆ ଅଂଚଳର ଜଣେ ବ୍ୟବସାୟୀ ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଛନ୍ତି । ସେ ହେଲେ ନୂଆଗାଁ ଅଂଚଳର କମଳାକାନ୍ତ ମିଶ୍ର । ସେ ବ୍ୟବସାୟ ପାଇଁ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଋଣ କରିଥିଲେ । ବ୍ୟବସାୟ ମାନ୍ଦା ଚାଲିଥିବାରୁ ସେ ଏହାକୁ ସୁଝି ନପାରି ଚିନ୍ତାରେ ଥିଲେ ବୋଲି ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version