ଅପରାଧ

ଏକ ଟନରୁ ଅଧିକ ଗଞ୍ଜେଇ ଜବତ : ୧୨ ଗିରଫ

Published

on

କୋରାପୁଟ ୧୪/୩ : ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହା ସହ କୋରାପୁଟ ପୋଲିସ ୧୨ଜଣକୁ ଗିରଫ କରିଛି ।ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ ଚାଲିଥିଲା । ଜୟପୁର ସଦର ,ଟାଉନ ,ବୈପାରିଗୁଡ଼ା ,ବୋରିଗୁମ୍ମାରେ ଚଢାଉ କରି ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ ପୋଲିସ ଏହି ଘଟଣାରେ ୧୨ଜଣକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version